Odia News Portal
Browsing Tag

helicopter accident

ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଜମ୍ମୁ କାଶ୍ମୀରର ଗୁରେଜ ସେକ୍ଟର ବରାଉମ ଅଞ୍ଚଳରେ ଭାରତୀୟ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ‘ଚିତା’ ନାମକ ଏହି ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିବା ପରେ ବରଫାବୃତ୍ତ ଦୁର୍ଘଟଣାସ୍ଥଳକୁ ସର୍ଚ୍ଚ ଅପରେସନ ଟିମକୁ ପଠାଯାଇଛି । ତେବେ ଦୁର୍ଘଟଣାରେ ମୃତାହତଙ୍କ