Odia News Portal
Browsing Tag

hockey team

ଭୁବନେଶ୍ୱରରେ ଜୁନିୟର ପାକିସ୍ତାନ ହକି ଦଳ

ଭୁବନେଶ୍ୱର: ଜୁନିୟର ବିଶ୍ୱକପ ଲାଗି ଚଳଚଞ୍ଚଳ ହୋଇ ଉଠିଛି ରାଜଧାନୀ ଭୁବନେଶ୍ୱର । ଗୋଟିଏ ପରେ ଗୋଟିଏ ଟିମ୍ ଆସି ଭୁବନେଶ୍ୱରରେ ପହଞ୍ଚୁଛନ୍ତି । ଆସନ୍ତା ୨୪ ତାରିଖରେ କଳିଙ୍ଗ ହକି ଷ୍ଟାଡିୟମରେ ଆରମ୍ଭ ହେବାକୁ ଥିବା ବିଶ୍ୱକପ୍ ଜୁନିଅର ହକିରେ ଭାଗ ନେବା ପାଇଁ ପାକିସ୍ତାନ ଦଳ ଭୁବନେଶ୍ୱରରେ…

ସେମିରେ ହାରିଲା ଭାରତୀୟ ମହିଳା ହକି ଦଳ

ଟୋକିଓ: ଅଲିମ୍ପିକ୍ସରେ ପ୍ରଥମରୁ ଦମଦାର ପ୍ରଦର୍ଶନ କରିଥିଲେ ସୁଦ୍ଧା ୨-୧ରେ ହାରିଛି ମହିଳା ହକି ଦଳ । ଆର୍ଜେଣ୍ଟିନାଠାରୁ ପରାସ୍ତ ହୋଇଛି ଦଳ । ପ୍ରଥମ ଗୋଲ ଭାରତ ଦେଇଥିଲେ ସୁଦ୍ଧା ଶେଷ ସମୟରେ ପରାସ୍ତ ହୋଇଥିଲା । ବ୍ରୋଞ୍ଚ ପଦକ ଲାଗି ଲଢ଼ିବ ମହିଳା ହକି ଦଳ ।