Odia News Portal
Browsing Tag

hritik

ଜୋମାଟୋ ବିଜ୍ଞାପାନରେ ହ୍ରିତିକ୍ ଓ କ୍ୟାଟ୍ରିନା, ଲୋକେ ସୋସିଆଲ ମିଡିଆରେ କମ୍ପାନୀକୁ ଦେଲେ ଏମିତି ମନ୍ତବ୍ୟ

ମୁମ୍ବାଇ: ଜୋମାଟୋର ନୂଆ ବିଜ୍ଞାପନ ଆସିଛି । ଯେଉଁଥିରେ ହ୍ରିିତିକ ଓ କ୍ୟାଟ୍ରିନା କୈଫ ରହିଛନ୍ତି । ଉଭୟଙ୍କ ଏହି ଆଡଟି ଲୋକଙ୍କ ମନକୁ ବେଶ୍ ଛୁଇଁଛି । ତେବେ ଏହି ଆଡକୁ ନେଇ ବିବାଦ ମଧ୍ୟ ଉପୁଜିଛି । କିଛି ୟୁଜର୍ସ ସୋସିଆଲ ମିଡିଆରେ ଲେଖିଛନ୍ତି କି, ଜୋମାଟୋରେ କାମ କରୁଥିବା ଡେରିଭରି…