ପତ୍ନୀ ମହିଳା ନୁହଁନ୍ତି,ସୁପ୍ରିମକୋର୍ଟରେ ସ୍ୱାମୀ
ବାହାଘର ପରେ ପତ୍ନୀଙ୍କ ସହ ମିଶିବା ପାଇଁ ସ୍ବାମୀ ଚାହୁଁଥିଲେ । କିନ୍ତୁ ବାହାନା ଦେଖାଇ ସ୍ତ୍ରୀ ଆଡଛଡା ହେଉଥିଲେ । ପିରିଅଡ୍ସ ହୋଇଛି କହି ସ୍ବାମୀଙ୍କ ସହ ଯୌନ ସଂପର୍କ ରଖିବାକୁ ମନା କରିଦେଇଥିଲେ । ଏମିତିକି କିଛିଦିନ ପାଇଁ ପତ୍ନୀ ବାପଘରକୁ ପଳାଇଲେ । ବାପଘରୁ ଫେରିଲା ପରେ ବି ସ୍ବାମୀଙ୍କ!-->…
