Odia News Portal
Browsing Tag

imd dg

ଜାଣନ୍ତୁ ବାତ୍ୟାକୁ ନେଇ କଣ କହିଲେ ଆଇଏମଡି ଡିଜି

ନୂଆଦିଲ୍ଲୀ: ବାତ୍ୟାକୁ ନେଇ ସବୁଠି ଚର୍ଚ୍ଚା । କଣ ହେବ, କେତେବେଳେ ଲ୍ୟାଣ୍ଡଫଲ କରିବ ଏଭଳି ଅନେକ କଥାକୁ ନେଇ ଆରମ୍ଭ ହୋଇଛି । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଗଭୀର ଅବପାତରେ ପରିଣତ ହେବାପରେ ଆଉ ମାତ୍ର କିଛି ଘଣ୍ଟା ମଧ୍ୟରେ ଏହା ଘନିଭୂତ ହୋଇ ବାତ୍ୟାର ରୂପ…

ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର: ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୬ ତାରିଖ ବେଳକୁ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା । ଆଜି ଏନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଲଘୁଚାପ ପ୍ରଭାବରେ ଓଡ଼ିଶାରେ ୬ ଓ ୭ରେ ଭଲ ବର୍ଷା ହେବ । ଅଗଷ୍ଟ ତୁଳନାରେ ସେପ୍ଟେମ୍ବରରେ ଭଲ…