ଭାରତ-ଚୀନ ଉପରେ ୧୦୦% ଶୁଳ୍କ ଲାଗୁ କର; ଜି୭ ଦେଶକୁ କହିଲା ଆମେରିକା
ଘଡ଼ି ଘଡ଼ିକେ ନିଜର ରଙ୍ଗ ବଦଳାଉଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ବୁଧବାର ଭାରତକୁ ବନ୍ଧୁ ବୋଲି କହି ଲଗାଯାଇଥିବା ଶୁଳ୍କ ଉପରେ ଆଲୋଚନା ନେଇ ପ୍ରସ୍ତାବ ଦେବା ପରେ ଏବେ ପୁଣି ୟୁଟର୍ଣ୍ଣ ନେଇଛନ୍ତି ଟ୍ରମ୍ପ। ଆମେରିକାର ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ରୁଷ୍ରୁ ତେଲ କିଣୁଥିବାରୁ…