Odia News Portal
Browsing Tag

Ind VS Eng 1st test

ଫଲୋଅନ୍ ଏଡ଼ାଇବାକୁ ଭାରତର ସଂଘର୍ଷ

ଚେନ୍ନାଇ: ଚେନ୍ନାଇର ଏମ୍ ଏ ଚିଦାମ୍ବରମ୍ ଚାଲିଥିବା ପ୍ରଥମ ମ୍ୟାଚରେ ଭାରତର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ମ୍ୟାଚର ପ୍ରଥମ ଦୁଇ ଦିନ ଭଳି ତୃତୀୟ ଦିବସରେ ଭ୍ରମଣକାରୀ ଇଂଲଣ୍ଡ ଲଢୁଆ ପ୍ରଦର୍ଶନ କରିଛି । ଇଂଲଣ୍ଡର ପ୍ରଥମ ଇନିଂସ୍ ସ୍କୋର ୫୭୮ ରନ୍ ଜବାବରେ ଟିମ୍ ଇଣ୍ଡିଅ।ର ଦିବସର ଖେଳ ଶେଷ…

ଚେନ୍ନାଇରେ ରୁଟଙ୍କ ରାଜ୍

ଚେନ୍ନାଇ: ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟରେ ଜୋ ରୁଟଙ୍କ ଦମଦାର ଦ୍ୱିଶତକ । ଚେନ୍ନାଇ ଟେଷ୍ଟରେ ରୁଟ୍ ୨୦୦ ରନ୍ କରି ସାରିଛନ୍ତି । ଲଗାତର ଭାବେ ସେ ତିନୋଟି ଟେଷ୍ଟ ମ୍ୟାଚରେ ୧୫୦ରୁ ଅଧିକ ରନ୍ କରିଛନ୍ତି । ଏହି ତାଲିକାରେ ସେ ସପ୍ତମ ସ୍ଥାନରେ ପହଁଚିଛନ୍ତି । ସେ ଶ୍ରୀଲଙ୍କା ବିପକ୍ଷରେ ଦୁଇଟି…