Odia News Portal
Browsing Tag

Indian Navy

ଭାରତୀୟ ନୈସେନାରେ ଚାକିରୀର ସୁଯୋଗ

ଦେଶର ସେବା କରିବାକୁ ସ୍ୱପ୍ନ ଦେଖୁଥିବା ଯୁବଗୋଷ୍ଠୀଙ୍କ ପାଇଁ ଭାରତୀୟ ନୌସେନା (Indian Navy) ତରଫରୁ ସୁବର୍ଣ୍ଣ ସୁଯୋଗ ଜାରି କରାଯାଇଛି। ଭାରତୀୟ ନୌସେନା ଖାଲି ପଡ଼ିଥିବା ୩୦୦ ସେଲର ପଦବୀରେ ଭର୍ତ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ନୌସେନା ଦ୍ୱାରା ଏହି ନୋଟିଫିକେଶନ କିଛି ଦିନ…

ପାରାଦ୍ୱୀପରେ ‘ସି ଭିଜିଲ’ ସମରାଭ୍ୟାସ

ପାରାଦ୍ୱୀପ: ପାରାଦ୍ୱୀପ ଉପକୂଳରେ ଆଜିଠାରୁ ଆରମ୍ଭ ହୋଇଛି ଦୁଇଦିନିଆ ମିଳିତ ସମରାଭ୍ୟାସ ‘ସି ଭିଜିଲ’। ଭାରତୀୟ ନୌସେନା, କୋଷ୍ଟଗାର୍ଡ, ସମେତ ୧୮ ଟି ସାମୁଦ୍ରିକ ଥାନାର କର୍ମଚାରୀ ଏହି ସମରାଭ୍ୟାସରେ ସାମିଲ ହୋଇଛନ୍ତି। ପ୍ରଥମ ଥର ପାଇଁ ଏହା ଇଣ୍ଟର ନାଭାଲ କମାଣ୍ଡ ବିଶାଖା ପଟନମ ଓ ନାଭାଲ…