Odia News Portal
Browsing Tag

indian postal

ଆଜି ଜାତୀୟ ଡାକ ଦିବସ: ହଜିଗଲାଣି ପୋଷ୍ଟ କାର୍ଡ , ଲୁଚିବାକୁ ବସିଲାଣି ଲେଟର ବକ୍ସ

ପୋଷ୍ଟ କାର୍ଡ , ଇଂଲଣ୍ଡ ଲେଟରରେ ଚିଠି ପଠାଇବା ପରମ୍ପରା ଧୀରେ ଧୀରେ ଲୋପ ପାଇ ଗଲାଣି କହିଲେ ଚଳେ । ଫଳରେ ପୋଷ୍ଟ କାର୍ଡ ଆଉ ପୋଷ୍ଟାଲ ଷ୍ଟାମ୍ପ ବେପାର ବହୁ ମାତ୍ରାରେ କମି ଯାଇଛି । ଲେଟର ବକ୍ସ ମଧ୍ୟ ଲୋକଙ୍କ ଆଖିରୁ ଦୂରେଇ ଗଲାଣି । ପୋଷ୍ଟ ଅଫିସ ଛାଡ଼ିଦେଲେ ଆଉ କୈାଣସି ଛକରେ…

ଆମେରିକାକୁ ଡାକସେବା ବନ୍ଦ

ଏଣିକି ଡାକରେ ଆମେରିକାକୁ ପାର୍ସଲ ପଠାଇବା କଷ୍ଟକର ହୋଇପଡ଼ିବ । କାରଣ ଭାରତର ଡାକ ବିଭାଗ ଆସନ୍ତା ୨୫ ତାରିଖରୁ ଆମେରିକାକୁ ଡାକ ସେବାକୁ ଅସ୍ଥାୟୀ ଭାବରେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆମେରିକା ସରକାରଙ୍କ ଦ୍ୱାରା ସମ୍ପ୍ରତି ଜାରି ହୋଇଥିବା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶ…

୬ଟି ବିଦେଶୀ ରାଷ୍ଟ୍ରକୁ ପ୍ରସାରିତ ହେଲା ଭାରତୀୟ ଡାକ ବିଭାଗ

ଆଜିଠାରୁ ବିଶ୍ୱର ୬ଟି ବିଦେଶୀ ରାଷ୍ଟ୍ରକୁ ପ୍ରସାରିତ ହେଲା ଭାରତୀୟ ଡାକ ବିଭାଗର ‘ସ୍ପିଡ୍ ପୋଷ୍ଟ’ ସେବା । ଏହି ଛଅଟି ବିଦେଶୀ ରାଷ୍ଟ୍ର ହେଉଛନ୍ତି ବୋସନିଆ, ବ୍ରାଜିଲ୍, ଇକ୍ୱେଡର୍, କଜଖସ୍ତାନ୍, ଲୁଥୁନିଆ ଏବଂ ଉତ୍ତର ମାସେଡୋନିଆ। ଭାରତୀୟ ଡାକ ବିଭାଗର ସ୍ପିଡ୍ ପୋଷ୍ଟ ସେବା ହେଉଛି ଏକ…