ଇସ୍ରାଏଲ ଦେବ ଚତୁର୍ଥ ଡୋଜ୍
ଓମିକ୍ରନ ଭାଇରସରୁ ବର୍ତ୍ତିବା ପାଇଁ ଇସ୍ରାଇଲ ଦେଉଛି ଚତୁର୍ଥ ଡୋଜ୍ ।୬୦ ବର୍ଷରୁ ଅଧିକ ଲୋକଙ୍କୁ ଦିଆଯାଉଛି ଏହି ଡୋଜ୍ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏକ ବିଶେଷଜ୍ଞ ପ୍ୟାନେଲ ଚତୁର୍ଥ ଡୋଜ୍ ନେବାକୁ ସୁପାରିଶ କରିଛନ୍ତି । ଏହାକୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନାଫ୍ଥାଲି ବେନେଟ ସ୍ୱାଗତ କରିଛନ୍ତି!-->…