Odia News Portal
Browsing Tag

jaganmohan

ଆନ୍ଧ୍ରରେ ୧୩ଟି ନୂଆ ଜିଲ୍ଲା ଗଠନ କଲେ ଜଗନ ମୋହନ ସରକାର

ଆନ୍ଧ୍ର ପ୍ରଦେଶରେ ତିଆରି ହେଲା ୧୩ଟି ନୂଆ ଜିଲ୍ଲା। ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଓ୍ଵାଇ ଏସ୍‌ ଜଗନମୋହନ ରେଡ୍ଡୀ ସୋମବାର ଭିଡିଓ କନ୍‌ଫରେନ୍ସିଂ ଜରିଆରେ ରାଜ୍ୟର ୧୩ ନୂଆ ଜିଲ୍ଲାର ଔପଚାରିକ ଉଦ୍‌ଘାଟନ୍‌ କରିଛନ୍ତି। ଫଳରେ ଏବେ ରାଜ୍ୟର ମୋଟ୍‌ ଜିଲ୍ଲା ସଂଖ୍ୟା ୨୬ ହୋଇଯାଇଛି। ନୂଆ ଜିଲ୍ଲା ଗଠନ