ଶ୍ରୀମନ୍ଦିର ରୋଷଘର ଚୁଲିଭଙ୍ଗା ଘଟଣା: ପ୍ରାଥମିକ ପର୍ଯ୍ୟାୟରେ ୪ଜଣ ପ୍ରମୁଖ ସେବକଙ୍କୁ ପଚରାଉଚରା
ଶ୍ରୀମନ୍ଦିର ରୋଷଘର ଚୁଲିଭଙ୍ଗା ଘଟଣା । ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ ପରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଓ ସୁରକ୍ଷା ପ୍ରଶାସକଙ୍କ ଦ୍ୱାରା ଆରମ୍ଭ ହୋଇଛି ତଦନ୍ତ । ପ୍ରାଥମିକ ପର୍ଯ୍ୟାୟରେ ରୋଷଘର ସହ ସଂପୃକ୍ତ ଥିବା ୪ଜଣ ପ୍ରମୁଖ ସେବକଙ୍କୁ ପଚରାଉଚରା କରାଯାଇଛି ।
ବିଶେଷ କରି ରୋଷ!-->!-->!-->…
