Odia News Portal
Browsing Tag

jagatsinghpur

ମାଁ ସାରଳାଙ୍କ ପୀଠର ବିକାଶ ପାଇଁ ଖୁବ ଶୀଘ୍ର ମାଷ୍ଟରପ୍ଲାନ କରିବେ ୫ଟି ସଚିବ

ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନିର୍ଦେଶ ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି ) ଭି କେ ପାଣ୍ଡିଆନ ଆଜି ପ୍ରତ୍ୟୁଷରେ ଜଗତସିଂହପୁରର ଝଙ୍କଡ଼ ପୀଠକୁ ଯାଇ ମା ସାରଳାଙ୍କୁ ପୂଜାର୍ଚନା କରିଥିଲେ ଏବଂ ପୀଠର ବିକାଶ ସମ୍ପର୍କରେ ସେବାୟତ , ସ୍ଥାନୀୟ ଜନସାଧାରଣ ଓ ଜିଲ୍ଲା ପ୍ରଶାସନ ସହ ଆଲୋଚନା…

କନିମ୍ୱଳ ପଞ୍ଚାୟତ ବିଜେପି ସରପଞ୍ଚ ଓ ସମିତିସଭ୍ୟ ଙ୍କ ପ୍ରଚାର କାର୍ଯ୍ୟକ୍ରମ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମ୍ୱଳ ପଞ୍ଚାୟତ ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଶ୍ରୀମତୀ କବିତା ସାହୁ ଓ ସମିତିସଭ୍ୟ ପ୍ରାର୍ଥୀ ପ୍ରଶାନ୍ତ ଦାଶ ଙ୍କ କାର୍ୟ୍ୟକ୍ରମ ଆରମ୍ଭ ହୋଇଛି । କୋଭିଡ-୧୯ ନିୟମ କୁ ମାନି ଶ୍ରୀମତୀ ସାହୁ ଓ ଶ୍ରୀ ଦାଶ ଭୋଟର…

କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼

ଜଗତସିଂହପୁର : କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ଘଟଣା ସାଧାରଣରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ନାଉଗାଁ ଅଙ୍ଗେଶ୍ୱରପଡା ହାଇସ୍କୁଲକୁ ଏକ ସାମଜିକ କାର୍ୟ୍ୟକ୍ରମରେ ଯୋଗଦେବା ପାଇଁ ଯାଉଥିବା ବେଳେ ଅଲଣା ହାଟ ନିକଟରେ ଅଣ୍ଡା ମାଡ଼ କରାଯାଇଛି । ଯୁବ କଂଗ୍ରେସ ନେତା…

ବଟି ଆଦାୟ କରୁଥିଲେ ସାମ୍ବାଦିକ, ସୁପ୍ରିମକୋର୍ଟରେ ମାମଲା

ଜଗତସିଂହପୁର: ପୁଣି କିଛି ଅସାଜିକ ବ୍ୟକ୍ତି ସାମ୍ବାଦିକ ଭଳି ପବିତ୍ର ଶବ୍ଧରେ ଲଗାଇଛନ୍ତି କଳଙ୍କ । ଖବର ପରିବେଶଣ କରିବାର ଧମକ ଏବଂ ଚାକିରୀ ଦେବାର ପ୍ରଲୋଭନ ଦେଖାଇ ଠକୁଥିଲେ । ଲୋକଙ୍କୁ ଠକୁଥିବା ଅଭିଯୋଗ ଆସିଛି ୩ ଜଣ ସାମ୍ବାଦିକଙ୍କ ନାଁରେ । ପାରାଦୀପ ଓ କୁଜଙ୍ଗର କିଛି ସାମ୍ବାଦିକ…

ମା’ ଶାରଳାଙ୍କ ପୀଠରେ ୧୪୪

ଜଗତସିଂହପୁର: କୋଭିଡ ପାଇଁ ମା ଶାରଳାଙ୍କ ପୀଠରେ ପାର୍ବଣ କଟକଣା ଜାରି ହୋଇଛି । ଆସନ୍ତାକାଲିଠୁ ୧୪ ତାରିଖ ଯାଏଁ ଶାରଳାଙ୍କ ପୀଠରେ ୧୪୪ ଧାରା ଜାରି ରହିବ । ମନ୍ଦିର ପରିସରରେ ୪ ଜଣରୁ ଅଧିକ ଲୋକଙ୍କ ସମାଗମ ଉପରେ ବାରଣ କରାଯାଇଛି । ମା’ ଶାରଳାଙ୍କ ଘଣ୍ଟ ପାଟୁଆମାନେ ବିଭିନ୍ନ ସ୍ଥାନରୁ ଆସି…

ଦୁଷ୍ମନ୍ତଙ୍କ ପରିବାରକୁ ପୋଷ୍ୟ ଭାବେ ଗ୍ରହଣ କଲେ ସମ୍ବିତ ରାଉତରାୟ

ଜଗତସିଂହପୁର: ଦୁଷ୍ମନ୍ତ ଦାସଙ୍କ ମୃତ୍ୟୁକୁ ନେଇ ଲାଗି ରହିଛି ରାଜନୀତି । ଏହାରି ଭିତରେ ଦୁଷ୍ମନ୍ତ ଦାସଙ୍କ ପରିବାରକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି ପରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ । ମୃତକଙ୍କ ପରିବାର ସମସ୍ତ ଦାୟିତ୍ୱ ଗ୍ରହଣ କରିବେ ବିଧାୟକ । ସେମାନଙ୍କ ହାନିଲାଭ ବୁଝିବା ଲାଗି…

ଜଗତସିଂହପୁର ଜିଲ୍ଲାରେ ୨୧୫ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଜଗତସିଂହପୁର ହେଉଛି ଓଡିଶାର ବିକାଶର ମୁଖ୍ୟ ଦ୍ୱାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜଗତସିଂହପୁର ଜିଲ୍ଲାରେ ୨୧୫ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବା ଅବସରରେ ଏହା କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଜଗତସିଂହପୁର ଜିଲ୍ଲା ଓଡିଶାର ଏକ…

ଖୋଲିଲା ମା ଶାରଳାଙ୍କ ମନ୍ଦିର

ଜଗତସିଂହପୁର; କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଏବେ ଧୀରେ ଧୀରେ ଧର୍ମପୀଠଗୁଡିକ ଖୋଲୁଛି । ସେହିପରି ଆଜିଠୁ ଖୋଲିଛି ଜଗସିଂହପୁର ଜିଲ୍ଲାର ପ୍ରସିଦ୍ଧ ମା ସାରଳାଙ୍କ ମନ୍ଦିର । କଟକଣା ଭିତରେ ଖୋଲିଛି ମନ୍ଦିର । ମନ୍ଦିର ଭିତରେ ସମସ୍ତ ଭକ୍ତଙ୍କ କୋଭିଡ ଗାଇଡଲାଇନ୍ ପାଳନ କରିବା…

ଆସନ୍ତାକାଲିଠୁ ଜଗତସିଂହପୁର ଜିଲ୍ଲାରେ ଖୋଲିବ ଧର୍ମାନୁଷ୍ଠାନ

ଜଗତସିଂହପୁର: ଆସନ୍ତାକାଲିଠୁ ଜଗତସିଂହପୁର ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବ । ଜିଲ୍ଲାପାଳ-ମନ୍ଦିର କର୍ମକର୍ତ୍ତାଙ୍କ ଆଲୋଚନା ପରେ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଶାରଳା ପୀଠ, ଗୋରଖନାଥ ପୀଠ ସହ ସମସ୍ତ ମନ୍ଦିର ଖୋଲିବାକୁ ଅନୁମତି ରହିଛି । ସକାଳ ୭ଟା ୩୦ରୁ ସନ୍ଧ୍ୟା ଆଳତୀ…

ଜଗତସିଂହପୁର ବିଜେପି ଯୁବ ମୋର୍ଚ୍ଚାର ଉପସଭାପତି ହେଲେ ଜଗନ୍ନାଥ ବାରିକ

ଜଗତସିଂହପୁର: ଭାରତୀୟ ଜନତା ପାର୍ଟି ଜଗତସିଂହପୁରର ଯୁବମୋର୍ଚ୍ଚାର ଉପସଭାପତି ହୋଇଛନ୍ତି ଜଗନ୍ନାଥ ବାରିକ । ତାଙ୍କୁ ଏହି ପଦବୀ ଲାଗି ଚୟନ କରିଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର‌୍ୟ୍ୟ, ଜଗତସିଂହପୁର ଜିଲ୍ଲା ବିଜେପି ସଭାପତି…