ଅରିନ୍ଦମ ଦାସଙ୍କ ପରିବାର ଲାଗି ୨୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ଜାଗୀ
ଭୁବନେଶ୍ୱର: ଅକାଳରେ ବିୟୋଗ ହୋଇଥିବା ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ପରିବାର ଲାଗି ୨୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି ଓଟିଭି ଏମଡି ଜାଗୀ ମଙ୍ଗତ ପଣ୍ଡା । ତେବେ ଏଯାବତ ସରକାରଙ୍କ ପକ୍ଷରୁ କୌଣସି ଆର୍ଥିକ ସହାୟତା ରାଶି ଘୋଷଣା କରାଯାଇନାହିଁ । ଯଦି କହିବା ତେବେ!-->…