Odia News Portal
Browsing Tag

jajpur

ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ଯାଜପୁରର କୁନିଝିଅ ଶିକ୍ତା ବସୁନ୍ଧରା ମାଝି

ବୟସ ମାତ୍ର ୧ ବର୍ଷ ୭ମାସ। ଏହି କୋମଳମତି ବୟସରେ ନିଜର ସ୍ମରଣଶକ୍ତି ଓ ବୁଦ୍ଧିମତା ପାଇଁ ସେ ଆଜି ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନ ଅଧିକାର କରିପାରିଛନ୍ତି। ସେ ପଶୁପକ୍ଷୀ, ଫଳ, ପନିପରିବା, ବିଭିନ୍ନ ରଙ୍ଗ, ସ୍ବାଧୀନତା ସଂଗ୍ରାମୀ ଓ ମଣୀଷ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ଆଦିକୁ ଚିହ୍ନଟ କରି ସେ…

ଯାଜପୁର ଜିଲ୍ଲାରେ ନିର୍ବାଚନୀ ହିଂସା ଘଟଣାରେ ୯୮ ଗିରଫ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ତିନି ପର୍ଯ୍ୟାୟରେ ଯାଜପୁର ଜିଲ୍ଲାରେ ହୋଇଥିବା ନିର୍ବାଚନୀ ହିଂସା ଘଟଣାରେ ଏଯାଏ ୯୮ ଜଣଙ୍କୁ ଗିରଫ କରାଯାଇଛି। ଏନେଇ ନେଇ ଜିଲ୍ଲା ପୁଲିସ ପକ୍ଷରୁ ପ୍ରେସ୍ ରିଲିଜ୍ ଜରିଆରେ ସୂଚନା ଦିଆଯାଇଛି। ଗତ ୨୧ ତାରିଖରେ ୬୯ ଜଣଙ୍କୁ ଗିରଫ କରାଯିବା ପରେ ଏହି…

ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ଘଟଣା: ନିର୍ବାଚନ କମିଶନଙ୍କୁ ଭେଟିଲେ ସାମ୍ବାଦିକ ପ୍ରତିନିଧି ଦଳ, ଦୃଢ଼…

ଯାଜପୁର ବିଞ୍ଝାରପୁରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ନିର୍ବାଚନ କମିଶନଙ୍କୁ ଭେଟିଛନ୍ତି ସାମ୍ବାଦିକ ପ୍ରତିନିଧି ଦଳ। ଗଣମାଧ୍ୟମର ସମ୍ପାଦକ ଓ ସାମ୍ବାଦିକମାନେ ରାଜ୍ୟ ନିର୍ବାଚନ କମିଶନରଙ୍କୁ ଭେଟି ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏଥିସହ ଆକ୍ରମଣକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ…

ଯାଜପୁର ଜିଲ୍ଲା ନିର୍ବାଚନୀ ହିଂସା ମାମଲାରେ ଆଉ ୯ ଅଭିଯୁକ୍ତ ଗିରଫ

ଯାଜପୁର ଜିଲ୍ଲାରେ ନିର୍ବାଚନୀ ହିଂସା ମାମଲାରେ ଆଉ ୯ ଅଭିଯୁକ୍ତ ଗିରଫ । ଧର୍ମଶାଳା ଥାନା ପୋଲିସ ୩ ଜଣ, ଯାଜପୁର ସଦର ଥାନା ପୋଲିସ ୩ ଜଣ ଓ ମଙ୍ଗଳପୁର ଥାନା ପୋଲିସ ୩ ଅଭିଯୁକ୍ତକୁ ଗିରଫ କରିଛି । ଜିଲ୍ଲା ପୋଲିସର ସ୍ପେଶାଲ ଟିମ ଚଢ଼ାଉ କରି ଏହି ୯ ଅଭିଯୁକ୍ତକୁ ଗିରଫ କରିଛି । ଯାଜପୁର…

ନୀଳାଚଳ ଇସ୍ପାତକୁ କିଣିବ ଟାଟା ଷ୍ଟିଲ୍

ଯାଜପୁରରେ ନୀଳାଚଳ ଇସ୍ପାତ କୁ କିଣିବ ଟାଟା । ୧୨ହଜାର ଶହେ କୋଟି ଟଙ୍କାର ସର୍ବାଧିକ ବିଡିଂ ଡାକିଥିଲା ଟାଟା ଷ୍ଟିଲ୍ । ନୀଳାଚଳ ଇସ୍ପାତ ନିଗମ ଲିମିଟେଡକୁ କିଣିବା ପାଇଁ ଟାଟାର ବିଡିଂକୁ ଗ୍ରହଣ କରିଛି କେନ୍ଦ୍ର ଅର୍ଥନୈତିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ୍ କମିଟି । ଯାଜପୁର ଜିଲ୍ଲା…

ଧର୍ମଶାଳାରେ ଶିଶୁ କନ୍ୟା ବିକ୍ରି ଅଭିଯୋଗ

ଯାଜପୁର ଜିଲ୍ଲା ଧର୍ମଶାଳା ଥାନା କୋତପୁର ପଞ୍ଚାୟତର ସାନରାଏପଡା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ଜନ୍ମିତ ଶିଶୁକନ୍ୟାକୁ ୧୨ହଜାର ଟଙ୍କାରେ ବିକି ଦେଇଛି ବାପା। ସୂଚନା ମୁତାବକ, ସାନରାଏପଡା ଗ୍ରାମର ରାମଚନ୍ଦ୍ର ବେହେରାଙ୍କ ଝିଅ କାଂଚନ ଗତ ୨୭ ତାରିଖ ସକାଳ ୬ଟା ୪୫ରେ ଧର୍ମଶାଳା…

ଭଡାଘରୁ ମିଳିଲା ଜାଲ ନୋଟ୍

ଯାଜପୁର: ଭଡା ଘରୁ ୧୩ ଲକ୍ଷ ଟଙ୍କା ନୋଟ୍ ଜବତ କରିଛି ପୋଲିସ୍ । ଯାହାର ମୂଲ୍ୟ ପ୍ରାୟ ୧୩ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ବିଳମ୍ବିତ ରାତିରେ ଯାଜପୁର ପୋଲିସ ରେଡ୍ କରି ସନ୍ଥ ମହାଦେବ ନିକଟ ଏକ ଭଡ଼ା ଘରୁ ୧୩ ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ କରିଥିଲା । ମାମଲାରେ ଜଣଙ୍କୁ ଗିରଫ…

ନନ୍ଦ ସାରଙ୍କୁ କରୋନା

ଶତାୟୁ ଚାଟଶାଳୀ ଶିକ୍ଷକ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟିଙ୍କୁ କରୋନା ସଂକ୍ରମଣ ଚିହ୍ନଟ ହୋଇଛି । ସେ ଏବେ କଳିଙ୍ଗ ନଗର ସ୍ଥିତ ଟାଟା ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ଅବସ୍ଥା ଗୁରୁତର ଥିବା ଡାକ୍ତର ସୂଚନା ଦେଇଛନ୍ତି । ତାଙ୍କୁ ଏବେ ଅକ୍ସିଜେନ ଲାଗିଥିବା ଅ ବସ୍ଥାରେ ମେଡିକାଲରେ…

ବୋହୁକୁ ମାରିଲା ଶାଶୁ

ଯାଜପୁର: ବୋହୂର ଜୀବନ ନେଲା ଶାଶୁ । ପାରିବାରିକ କଳହର କରୁଣ ପରିଣତି । ବୋହୁକୁ ପଥରରେ ଛେଚି ଅତି ନିର୍ମମ ଭାବେ ହତ୍ୟା କଲା ଶାଶୁ । ଯାଜପୁର ଜିଲ୍ଲା ଧର୍ମଶାଳା ଶ୍ରୀରାମପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଶାନ୍ତିଲତା ପରିଡ଼ାଙ୍କୁ ତାଙ୍କୁ ଶାଶୁ ମାରି ଦେଇଥିବା ଅଭିଯୋଗ ହୋଇଛି ।…

ପୁଲିସ୍ ଘରୁ ଚୋରି

ଯାଜପୁର: ଜନସାଧାରଣଙ୍କୁ ସୁରକ୍ଷା ଦେବା ଲାଗି ପୁଲିସ ନିୟୋଜିତ ହୋଇଥାନ୍ତି । ଚୋର ତସ୍କରଙ୍କୁ ଧରି ଦଣ୍ଡ ଦେଇଥାନ୍ତି ପୁଲିସ । କିନ୍ତୁ ଅନ୍ୟକୁ ସୁରକ୍ଷା ଦେଉଥିବା ପୁଲିସ୍ କର୍ମୀଙ୍କ ଘରୁ ଚୋରି ହୋଇଛି । ଗୋଟିଏ ରାତିରେ ଦୁଇଟି ଘରୁ ଚୋରି । ଏପରିକି ପୋଲିସ କର୍ମଚାରୀଙ୍କ ଘରେ କଳା କନା…