Odia News Portal
Browsing Tag

jammu kasmir

ଜାମ୍ମୁ-କାଶ୍ମୀର ସୋପୋରରେ ଏନକାଉଣ୍ଟର,୨ ଆତଙ୍କବାଦୀ ନିହତ

ଜମ୍ମୁ-କାଶ୍ମୀରରେ ଚାଲିଛି ଅଲ ଆଉଟ୍ ଅପରେଶନ । ଜଣେ ପରେ ଜଣେ ଆତଙ୍କବାଦୀଙ୍କୁ ଖୋଜି ଖୋଜି ମାରୁଛନ୍ତି ସୁରକ୍ଷା କର୍ମୀ । ଏହି କ୍ରମରେ ମଙ୍ଗଳବାର ଦିନ ପୋଲିସ ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏଏନଆଇର ସୂଚନା ମୁତାବକ କାଶ୍ମୀରର ବାରାମୁଲ୍ଲା ଜିଲ୍ଲା ସୋପୋରରେ ସୋମବାର…

ଭାରତୀୟ ସେନାକୁ ବଡ ସଫଳତା

ଜମ୍ମୁ-କାଶ୍ମୀର ଅବନ୍ତିପୁରାରେ ଶନିବାର ଦିନ ସେନା ଓ ସ୍ଥାନୀୟ ପୋଲିସକୁ ବଡ ସଫଳତା ମିଳିଛି । ସେନା ଗୁଳିରେ ୨ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି । ମୃତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଜୈଶ ଏ ମହମ୍ମଦ ଆତଙ୍କବାଦୀ ସଂଗଠନର ମୁଖ୍ୟ ମସୁଦ ଅଜହରର ଭଣଜା । ତାର ନାମ ଇସମାଇଲ ଓରଫ ଲମ୍ବୁ ।…

ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ

ଶ୍ରୀନଗର: ଦକ୍ଷିଣ କଶ୍ମୀରରେ ଆତଙ୍କବାଦ ବିରୋଧରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା। ଦକ୍ଷିଣ କଶ୍ମୀରର ସୋପିଆନରେ ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ୨ ଆତଙ୍କବାଦୀ ସଫା ହୋଇଛନ୍ତି। ବର୍ତ୍ତମାନ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଛି। ଜମ୍ମୁ କଶ୍ମୀର ପୁଲିସ କହିଛନ୍ତି ଯେ ନିହତ…

ତିନି ଦିନିଆ ଜମ୍ମୁ କାଶ୍ମୀର ଗସ୍ତରେ ଯିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ୩ ଦିନିଆ ଜମ୍ମୁ କଶ୍ମୀର ଗସ୍ତରେ ଯିବେ । ଆସନ୍ତା ଜୁଲାଇ ୨୫-୨୭ ତାରିଖ ମଧ୍ୟରେ ରାଷ୍ଟ୍ରପତି ଜମ୍ମୁ କଶ୍ମୀର ଗସ୍ତ କରିବେ ବୋଲି ଜଣାପଡିଛି । ତିନି ସେନାର ସର୍ବମୁଖ୍ୟ ରାଷ୍ଟ୍ରପତି କାର୍ଗିଲ ବିଜୟ ଦିବସ ଅବସରରେ ସେନାକୁ ସମ୍ବୋଧିତ କରିବେ । ଏହା…

ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳି ବିନିମୟ, ଜଣେ ଆତଙ୍କବାଦୀ ନିହତ

ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀରର ଶୋପିଆଁର ହାଜୀପୋରା ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ମୃତ ଆତଙ୍କବାଦୀର ପରିଚୟ ମିଳିନାହିଁ। ଉକ୍ତ ଅଞ୍ଚଳରେ ଆତଙ୍କବାଦୀ ଥିବା ନେଇ ସୂଚନା ମିଳିବା…