ପିପିଲିରେ ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କରୁଛନ୍ତି ଏଡିଜି ଜଶବନ୍ତ ଜେଠୱା
					ପିପିଲି: ପିପିଲିରେ ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କରିବା ପାଇଁ ପୁଲିସ ଏଡିଜି ଜଶବନ୍ତ ଜେଠୱା  ଓ ପୁରୀ ଏସପି କନଓ୍ବର ବଲଓ୍ବନ୍ତ ସିଂ ପହଞ୍ଚିଛନ୍ତି । ଆସନ୍ତା ପିପିଲି ଉପନିର୍ବାଚନ ପାଇଁ ଶାନ୍ତି ଶୃଙ୍ଖଳାସହ ଭୋଟ ଦାନ ପାଇଁ ଚାଲିଛି  ସମୀକ୍ଷା ।ପିପିଲି- ଡେଲାଙ୍ଗ ନିର୍ବାଚନ!-->…				
						 
						 
			