Odia News Portal
Browsing Tag

jatisangha

ଜାତିସଂଘରେ ଆତଙ୍କବାଦ ବିରୋଧରେ ବର୍ଷିଲେ ମୋଦି, ଜାଣନ୍ତୁ ଆଉ କଣ ସବୁ ପ୍ରସଙ୍ଗ ଉଠାଇଲେ

ୱାଶିଂଟନ: ଜାତିସଂଘ ବୈଠକରେ ବର୍ଷିଛନ୍ତି ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି, ଦୁନିଆ ଆଗରେ ଚରମପନ୍ଥୀଙ୍କ ବିପଦ ବଢ଼ିବାରେ ଲାଗିଛି। ବୈଜ୍ଞାନିକ ଦୃଷ୍ଟିକୋଣ ଓ ପ୍ରଗତିବାଦୀ ଚିନ୍ତାଧାରାକୁ ବଢ଼ାଇବାର ଆବଶ୍ୟକତା ବଢ଼ି ଗଲାଣି। ଏହାଦ୍ୱାରା ସାରା ବିଶ୍ୱର ବିକାଶ ହୋଇପାରିବ।…