Odia News Portal
Browsing Tag

jaya de

ଜ୍ୟୋତିଷ ବୋଲି କହି ଲୁଟି ନେଲେ

ତୁମ ପୁଅ ମରିଯିବ…! ରିଷ୍ଟ ଦୋଷ ରହିଛି! ଭଣ୍ଡ ଜ୍ୟୋତିଷଙ୍କଠାରୁ ଏପରି କଥା ଶୁଣି ଭାବପ୍ରବଣ ହୋଇ ପଡ଼ିଥିଲେ ଜୟା ଦେ’। ଜନ୍ମକଲା ପୁଅର ମୃତ୍ୟୁ ହେବ କଥା ଶୁଣି କାନ୍ଦି ପକାଇଥିଲେ। ଛଳଛଳ ଆଖିରେ ଜ୍ୟୋତିଷଙ୍କୁ ପଚାରିଥିଲେ, ଏହାର ପ୍ରତିକାର କଣ? ଆଉ ପ୍ରତିକାର ବତାଇବାକୁ ଯାଇ ଦୁଇ ଭଣ୍ଡ…