Odia News Portal
Browsing Tag

jharapada jail

ଝାରପଡା ଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ,ଥାନାରେ ଏତଲା ଦେଲେ ମୃତକଙ୍କ ପୁଅ

ଝାରପଡା ଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ । ମୃତ ବିଚାରାଧୀନ କଏଦୀ ହେଲେ ହୋଟେଲ ସୋଲାନ ଇନର ମାଲିକ କମଳାକାନ୍ତ । ୧୦ ଲଷ ଟଙ୍କା ଠକେଇ ଅଭିଯୋଗରେ ଗିରଫ ହୋଇଥିଲେ କମଳାକାନ୍ତ । ଏବେ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି | ତେବେ ମୃତ କମଳାକାନ୍ତଙ୍କର ବେଲ୍ ହୋଇଯାଇଥିଲା ।ଏନେଇ…