Odia News Portal
Browsing Tag

jharaphula nayak

ମାତ୍ର ୩୦ ହଜାର ଟଙ୍କା ପାଇଁ ସେଦିନ ଝଡ଼ି ପଡିଥିଲା ଝରାଫୁଲ !

*ବାଇକ କିଣିବା ପାଇଁ ଝରାଫୁଲ ଠାରୁ ୩୦ ହଜାର ଟଙ୍କା ନେଇଥିଲା ରାକେଶ | *ଟଙ୍କା ମାଗିବାରୁ ରାସ୍ତାରୁ ହଟାଇବାକୁ ଯୋଜନା ପ୍ରସ୍ତୁତ କରିଥିଲେ ରାକେଶ | *ଓୟୋରେ ଜୋର ଜବରଦସ୍ତ ମଦ ପିଆଇ ଶ୍ୱାସରୁଦ୍ଧ କରି ହତ୍ୟା |

ଝରାଫୁଲ ମୃତ୍ୟୁ ମାମଲାରେ ଆଉ ଜଣେ ଗିରଫ

ଭୁବନେଶ୍ୱର: ରମାଦେବୀ କଲେଜ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ଘଟଣା ଏବେବି ରହସ୍ୟ ଘେରରେ ରହିଥିବା ସମୟରେ ଆଜି ଏହି ଘଟଣାରେ ଆଉ ଜଣଙ୍କୁ ଗିରଫ କରିଛି ଯାଜପୁର ପୋଲିସ । ଝରାଫୁଲ ମାମଲାରେ ଭୁବନେଶ୍ୱରରୁ ଶକ୍ତି ଶେଖର ନାମକ ଜଣେ ଯୁବକକୁ ଗିରଫ କରାଯାଇଛି । ମୁଖ୍ୟ ଅଭିଯୁକ୍ତକୁ ସହଯୋଗ…

ଝରାଫୁଲ ମୃତ୍ୟୁ:ଜେଲ୍ ଗଲା ରାକେଶ

ଯାଜପୁର: ବହୁ ଚର୍ଚ୍ଚିତ ଝରାଫୁଲ ମୃତ୍ୟୁ ମାମଲାରେ ଜେଲ୍ ଗଲା ବଏଫ୍ରେଣ୍ଡ ରାକେଶ । ରାକେଶକୁ ୩ ଦିନିଆ ରିମାଣ୍ଡରେ ନେବା ପରେ ଆଜି କୋର୍ଟରେ ହାଜର କରିଥିଲା ପୋଲିସ୍ । ଗୁରୁବାର ଦିନ ଅଭିଯୁକ୍ତ ରାକେଶର ୩ ଦିନିଆ ରିମାଣ୍ଡ ଅବଧି ସରିବା ପରେ ଆଜି ପୁଣି ଜେଲ୍‌ ଫେରିଛି ରାକେଶ । ରିମାଣ୍ଡ…

ଝରାଫୁଲ ମର୍ଡର: ରାକେଶର ମୋବାଇଲ ଜବତ

ଯାଜପୁର: ବହୁ ଚର୍ଚ୍ଚିତ ଝରାଫୁଲ ମୃତ୍ୟୁ ମାମଲାରେ ବଏଫ୍ରେଣ୍ଡ ରାକେଶର ମୋବାଇଲ ଫୋନ ସମେତ ଘଟଣା ଦିନ ରାକେଶ ପିନ୍ଧିଥିବା ପୋଷାକକୁ ବି ଜବତ କରିଛି ପୋଲିସ । ଗୁରୁବାର ଦିନ ଅଭିଯୁକ୍ତ ରାକେଶର ୩ ଦିନିଆ ରିମାଣ୍ଡ ଅବଧି ସରିବା ପରେ ଶୁକ୍ରବାର ପୁଣି ଜେଲ୍‌ ଯାଇଛି ରାକେଶ । ରିମାଣ୍ଡ ସମୟରେ…

ଝରାଫୁଲ ମର୍ଡର: ପୋଲିସ ହାତରେ ବଡ଼ ସୁରାକ୍

ଭୁବନେଶ୍ୱର: ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ ପୋଲିସ ହାତରେ ଲାଗିଲା ବଡ ତଥ୍ୟ | ଭୁବନେଶ୍ୱର ସୁନ୍ଦରପଦାରୁ ମିଳିଲା ଝରାଫୁଲଙ୍କ ମୃତଦେହ ବୁହା ହୋଇଥିବା ସ୍କୁଟି । ସ୍କୁଟି ଜବତ ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଜବତ ସ୍କୁଟିରେ ଝରାଫୁଲଙ୍କ ମୃତଦେହକୁ ଯାଜପୁର ନେଇ…

ଝରାଫୁଲ ମୃତ୍ୟୁ: ଡେମୋ ଦେଖାଇଲା ରାକେଶ

ଭୁବନେଶ୍ୱର: ଝରାଫୁଲଙ୍କ ମୃତ୍ୟୁ ମାମଲାରେ ଅଭିଯୁକ୍ତ ରାକେଶ ସ୍ୱାଇଁଙ୍କୁ ଭୁବନେଶ୍ୱରକୁ ଆଣିଲା ଯାଜପୁର ପୋଲିସ । ଅଭିଯୁକ୍ତ ରାକେଶ ସ୍ୱାଇଁକୁ ପୋଲିସ ଭୁବନେଶ୍ୱରକୁ ଆଣି ଧର୍ମବିହାର ସ୍ଥିତ ଶିବସାଇ ଗେଷ୍ଟ ହାଉସକୁ ନେଇଛି | କେଉଁ ସ୍ଥିତିରେ ଝରାଫୁଲଙ୍କର ମୃତ୍ୟୁ ହୋଇଥିଲା ଆଜି ସିନ୍…

ଝରାଫୁଲ ମର୍ଡର: ସିନ୍‌ ରିକ୍ରିଏସନ କଲା ରାକେଶ

ଯାଜପୁର: ମୃତଦେହ ଫୋପାଡିଥିବା ସ୍ଥାନକୁ ଚିହ୍ନଟ କଲା ଅଭିଯୁକ୍ତ ରାକେଶ । କୁଆଖିଆ ଥାନା ଦିଆଲଖଣ୍ଡି ଅଞ୍ଚଳରେ ଯେଉଁଠାରୁ ଝରାଫୁଲଙ୍କ ମୃତଦେହ ମିଳିଥିଲା ସେଠାକୁ ରାକେଶକୁ ନିଆଯାଇ ମୃତଦେହ ମିଳିଥିବା ସ୍ଥାନକୁ ଚିହ୍ନଟ କରାଯାଇଛି । ଏଥିସହ ରାକେଶକୁ ଘଟଣାସ୍ଥଳକୁ ନେଇ ସିନ୍‌ ରିକ୍ରିଏସନ…

ଝରାଫୁଲ ମର୍ଡର: ରାକେଶକୁ ଜୋରଦାର ଜେରା

ଯାଜପୁର: ବହୁଚର୍ଚ୍ଚିତ ଝରାଫୁଲ ମୃତ୍ୟୁ ମାମଲାରେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ଜୋରଦାର ଜେରା କରୁଛି ପୋଲିସ । ଯାଜପୁର କୁଆଖିଆ ଥାନାରେ ରାକେଶକୁ ପଚରାଉଚରା ଜାରି ରଖିଛି ପୋଲିସ। ୨୬ ତାରିଖ ରାତିରେ ଝରାଫୁଲ ସହିତ କ’ଣ ହୋଇଥିଲା ଏନେଇ ରାକେଶକୁ ନିକଟରୁ ସତ ଓଗାଳୁଛନ୍ତି ଏସଡିପିଓ…

ଝରାଫୁଲ ମୃତ୍ୟୁ: ୩ ଦିନିଆ ରିମାଣ୍ଡରେ ରାକେଶ

ଯାଜପୁର: ୩ ଦିନିଆ ରିମାଣ୍ଡରେ ଯିବ ରାକେଶ | ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲାରେ ଅତ୍ମସମର୍ପଣ ପରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ରାକେଶକୁ ୩ ଦିନିଆ ରିମାଣ୍ଡରେ ନେବ ଯାଜପୁର ପୋଲିସ । ରାକେଶକୁ ୩ ଦିନିଆ ରିମାଣ୍ଡରେ ନେବାକୁ ଯାଜପୁର ଜିଲ୍ଲା ଦୌରାଜଜ୍…

ଝରାଫୁଲ ମୃତ୍ୟୁ: ସାମ୍ନାକୁ ଆସିଲା ନୂଆ ସିସିଟିଭି ଫୁଟେଜ

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଆଉ ଏକ ସିସିଟିଭି ଫୁଟେଜ । ଝରାଫୁଲଙ୍କ ବୟଫ୍ରେଣ୍ଡ କୁହାଯାଉଥିବା ରାକେଶ ସ୍ୱାଇଁକୁ ଗିରଫ କରାଯିବା ପରେ ମୃତ୍ୟୁ ରହସ୍ୟରୁ ଅନେକ ପରଦା ହଟିଥିଲେ ମଧ୍ୟ ଏପର୍ଯ୍ୟନ୍ତ ମୃତ୍ୟୁର ପ୍ରକୃତ କାରଣ…