Odia News Portal
Browsing Tag

jharkhand

ରୋପ୍‌ ୱେ ଦୁର୍ଘଟଣା: ୨ ମୃତ, ୨୦୦୦ ଫୁଟ ଉପରେ ଝୁଲିଛନ୍ତି ୫୦ରୁ ଅଧିକ ଯାତ୍ରୀ

ଝାଡଖଣ୍ଡ ଦେବଘରରେ ଅଘଟଣ । ଏଠାରେ ତ୍ରିକୁଟ ପାହାଡ ଶିଖରରେ ଥିବା ରୋପୱେରେ କିଛି ଟ୍ରଲି ମଧ୍ୟରେ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ଯୋଗୁଁ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ପର୍ଯ୍ୟଟକ ଟ୍ରଲିରେ ଫସିରହିଛନ୍ତି । ଏହି ଅଘଟଣ ରବିବାର ଦ୍ୱିପହର ୩ଟାବେଳେ ଘଟିଛି । ୨୦ ଘଣ୍ଟାରୁ

ବେଆଇନ ଖଣି ଖୋଳିବା ବେଳେ ଭୟଙ୍କର ଦୁର୍ଘଟଣା

ଝାଡଖଣ୍ଡ: ଧନବାଦର ଏକ ବେଆଇନ କୋଇଲା ଖଣିରେ ଖଣି ଖୋଳିବା ସମୟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ନିରସା ପ୍ରଖଣ୍ଡ ଅଞ୍ଚଳରେ ବେଆଇନ ଖଣିରେ ପ୍ରାୟ ୧୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏବେ ବି କିଛି ଲୋକ କୋଇଲା ଅତଡ଼ା ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ରିଲିଫ ଓ

ଧରାପଡିଲେ ଜାମତାରା ଗ୍ରୁପର ସଦସ୍ୟ

ଝାଡ଼ଖଣ୍ଡର ଜାମତାରା ଗ୍ୟାଙ୍ଗର ପର୍ଦାଫାଶ କରିଛି କ୍ରାଇମ ବ୍ରାଞ୍ଚ। ଓଡ଼ିଶା କ୍ରାଇମବ୍ରାଞ୍ଚର ସାଇବର ଟିମ୍ ହାତରେ ଜାମତାରା ଗ୍ୟାଙ୍ଗର ୩ ଜଣ ସଦସ୍ୟ ଧରାପଡ଼ିଛନ୍ତି। କ୍ରାଇମବ୍ରାଞ୍ଚ ଏହି ୩ଜଣଙ୍କୁ ରାଜଧାନୀରୁ ଗିରଫ କରିଥିବାର ସୂଚନା ମିଳିଛି। ଭୁବନେଶ୍ୱରରେ ହବ୍ କରି ଜାମତାରା ଗ୍ୟାଙ୍ଗ