Odia News Portal
Browsing Tag

jio new year plan

ଏଣିକି ଜିଓ ଦେବ ଅସୀମିତ ଭଏସ୍ କଲ୍

ନୂଆଦିଲ୍ଲୀ: ଗ୍ରାହକ ମାନଙ୍କୁ ଜିଓର ନୂଆବର୍ଷ ଉପହାର । ରିଲିୟାନ୍ସ ଜିଓ ପୁଣି ଥରେ ଭଏସ୍ କଲ ବିଲକୁଲ ମାଗଣା କରିବାକୁ ଯାଉଛି । ଜିଓ ଉପଭୋକ୍ତା ମାନେ ଜାନୁଆରୀ ପହିଲାରୁ ମାଗଣାରେ ସମସ୍ତ ଫୋନକୁ ଭଏସ୍ କଲ କରିବାର ସୁବିଧା ପାଇବେ । ରିଲିୟାନ୍ସ ଜିଓ ଗୁରୁବାର ଦିନ ଏଭଳି ସୂଚନା ଦେଇଛି ।…