Odia News Portal
Browsing Tag

kalia yojana

ଆଜି ଆସିବ କାଳିଆ ଟଙ୍କା

ଭୁବନେଶ୍ୱର ()  ଶପଥ ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କ ସହ ପଞ୍ଚମ ପାଳିର ନୂଆ ଟିମ୍ ତଥା ନବୀନଙ୍କ ମନ୍ତ୍ରୀମଣ୍ଡଳ ସମସ୍ତ ସଦସ୍ୟ ଗଣ ଶପଥ ନେଇଛନ୍ତି । ତେବେ ନିର୍ବାଚନ ବେଳେ ଦେଇଥିବା କଥା ରଖିବେ ନବୀନ। ‘କାଳିଆ’ ଯୋଜନାର ବଳକା ହିତାଧିକାରୀଙ୍କୁ ଟଙ୍କା ବାଣ୍ଟିବେ।…

ଭୂମିହୀନ ଚାଷୀଙ୍କ ଆକାଉଣ୍ଟକୁ ଗଲା ‘କାଳିଆ’ ଟଙ୍କା

ଭୂମିହୀନ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ପ୍ରଥମ ପର୍ୟ୍ୟାୟ ‘କାଳିଆ’ ଟଙ୍କା । କେନ୍ଦ୍ରାପଡ଼ା ‘କାଳିଆ’ ଚାଷୀ ମହାସମାବେଶରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୂମିହୀନ ଚାଷୀଙ୍କୁ ଜୀବନଧାରଣ ପାଇଁ ପ୍ରଥମ ପର୍ୟ୍ୟାୟରେ ୫ ହଜାର ଟଙ୍କା ପ୍ରଦାନ କରାଯାଇଛି । ଏହି ଟଙ୍କାରେ ଚାଷୀ…

ଆଜି ମିଳିବ ଦ୍ୱିତୀୟ ପର୍ୟ୍ୟାୟ କାଳିଆ ଟଙ୍କା

ଆଜି କୃଷକଙ୍କୁ ମିଳିବ ଦ୍ୱିତୀୟ ପର୍ୟ୍ୟାୟ କାଳିଆ ଟଙ୍କା ।କେନ୍ଦ୍ରାପଡାରେ ଚାଷୀ ମହାସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ହିତାଧିକାରୀଙ୍କୁ ଟଙ୍କା ବାଂଟିବେ । ୧୦ ଲକ୍ଷରୁ ଅଧିକ ଭୂମିହୀନଙ୍କୁ ଜୀବିକା ଅର୍ଜନ, ଆନୁସଙ୍ଗିକ କୃଷିକାର୍ୟ୍ୟ ପାଇଁ ୩ଟି କିସ୍ତିରେ ୧୨ ହଜାର ୫ଶହ…

ପୁଣି ଆସିବ କାଳିଆ ଟଙ୍କା

କାଳିଆ ଯୋଜନାରେ ଶୀଘ୍ର ମିଳିବ ଦ୍ୱିତୀୟ ପର୍ୟ୍ୟାୟ ଟଙ୍କା । ମୋଟ୍ ୧୮ଲକ୍ଷ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯିବ । କୃଷିମନ୍ତ୍ରୀ ଶଶିଭୂଷଣ ବେହେରା ଏନେଇ ସୂଚନା ଦେଇଛନ୍ତି । କାଳିଆ ସହାୟତା ପାଇଁ ପୂର୍ବରୁ ପ୍ରସ୍ତୁତ ଚିଠା ତାଲିକାରେ ୨୧ ଲକ୍ଷରୁ ଅଧିକ ଚାଷୀ ଥିଲେ । ଏଭିତରୁ ୧୨ ଲକ୍ଷ…

କାଳିଆ ଲୋକପି୍ରୟତାରେ ବିରୋଧୀ ଇର୍ଷାନୀତ

ରାଜ୍ୟ ସରକାର ଆଣିଥିବା ଜନହିତକାରୀ ଯୋଜନାଗୁଡିକ ଭଳି କାଳିଆ ମଧ୍ୟ ବେଶ୍ ଫଳପ୍ରଦ ହେବ ଏବଂ ଏହାଦ୍ୱାରା ରାଜ୍ୟ ଅର୍ଥନୀତି ପଛେଇବ ନାହିଁ କିମ୍ବା ରାଜ୍ୟବାସୀଙ୍କ ମୁଣ୍ଡ ପିଛା ଋଣ ବଢ଼ିବ ନାହିଁ । ଆଜି ‘କାଳିଆ’ ଯୋଜନାର ଲୋକପ୍ରିୟତା କେବଳ ଓଡ଼ିଶା ମଧ୍ୟରେ ସୀମିତ ନାହିଁ, ବରଂ ଦେଶବ୍ୟାପୀ…

୨୬ ସୁଦ୍ଧା ହିତାଧିକାରୀଙ୍କୁ ମିଳିବ କାଳିଆ ଯୋଜନାର ଟଙ୍କା

ଭୁବନେଶ୍ୱର:  ଆସନ୍ତା ୨୬ ତାରିଖ ସୁଦ୍ଧା ଯୋଗ୍ୟହିତାଧୀକାରୀଙ୍କୁ ରାଜ୍ୟ ସରକାରଙ୍କ କାଳିଆ ଯୋଜନାର ଟଙ୍କା ମିଳିବ । ପ୍ରଥମ ପର୍ଯ୍ୟାୟରେ ହିତାଧକାରୀଙ୍କ ଆକାଉଂଟକୁ ଯିବ ଟଙ୍କା । ଆଉ ଏଥିରେ ମୋଟ୍ ୧୨ ଲକ୍ଷ ୪୦ ହଜାର ହିତାଧୀକାରୀଙ୍କୁ ଟଙ୍କା ମିଳିବ । ତେବେ ବର୍ତ୍ତମାନ ଆବେଦନ କରିଥିବା…

କାଳିଆ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ଐତିହାସିକ କାଳିଆ ଯୋଜନାର ଶୁଭାରମ୍ଭ କରିଛନ୍ତି । ଭିଡିଓ କନଫରେନସିଂ ଜରିଆରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଚାଷ କାର୍ଯ୍ୟରେ ସହାୟତା ଓ ଚାଷୀମାନଙ୍କ ରୋଜଗାର ବୃଦ୍ଧି ପାଇଁ  ଏହା ଏକ ଯୁଗାନ୍ତକାରୀ…