Odia News Portal
Browsing Tag

kangna ranawat

କଙ୍ଗନାଙ୍କୁ ହତ୍ୟା ଧମକ

ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ମୃତ୍ୟୁ ଧମକ ମିଳିଛି। ଏହା ପରେ ଅଭିନେତ୍ରୀ ଏକ ଏଫଆଇଆର ଦାଖଲ କରିଛନ୍ତି। କଙ୍ଗନା ଏହାର ସୂଚନା ଏବଂ FIR ର କପି ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି । ମୋର ଏହି ପୋଷ୍ଟରେ, ମୋତେ ନିରନ୍ତର ଧମକ ମିଳୁଛି। ବଥୀଣ୍ଡାରୁ ଜଣେ ଭାଇ ସାହେବ ମୋତେ…

ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ଦିଲ୍ଲୀ ବିଧାନସଭା ଶାନ୍ତି କମିଟିର ସମନ

ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ଦିଲ୍ଲୀ ବିଧାନସଭା ଶାନ୍ତି କମିଟିର ସମନ । ଶିଖ୍ ସମାଜକୁ ଖଲିସ୍ତାନୀ କହିବା ଅଭିଯୋଗରେ କଙ୍ଗନାଙ୍କୁ ଏହି ସମନ୍ କରାଯାଇଛି । ଏଥିସହିତ ଆପ୍ ବିଧାୟକ ରାଘବ ଚଡ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ ଦିଲ୍ଲୀ ବିଧାନସଭାର ଶାନ୍ତି ଓ ସଦଭାବ୍ କମିଟି କଙ୍ଗନାଙ୍କୁ ଡିସେମ୍ବର…