ଗାନ୍ଧୀ ପରିବାର ଉପରେ ସିବଲଙ୍କ ବଡ ହମଲା
ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନ ହାରିବା ପରେ କଂଗ୍ରେସରେ ଉଠିଛି ବିରୋଧର ସ୍ଵର। କିଛି ନେତା ଗାନ୍ଧୀ ପରିବାର ହାତରେ କଂଗ୍ରେସର ନେତୃତ୍ଵ ରହିବା ଉଚିତ୍ ବୋଲି କହୁଥିବା ବେଳେ ଆଉ କିଛି ନେତା ଖୋଲାଖୋଲି ଗାନ୍ଧୀ ପରିବାରକୁ ବିରୋଧ କରିଛନ୍ତି। ସେମାନଙ୍କ ମତରେ ଗାନ୍ଧୀ ପରିବାର!-->…
