Odia News Portal
Browsing Tag

karanjia

ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଯୁବକଙ୍କୁ ଗୋଡ଼ାଇ ହାଣିଲା ସ୍ୱାମୀ

ମୟୂରଭଞ୍ଜ: ସ୍ତ୍ରୀର ଚରିତ୍ରକୁ ସନ୍ଦେହ କଲା ସ୍ୱାମୀ । ପରପୁରୁଷ ସହ ସମ୍ପର୍କ ଥିବା ସନ୍ଦେହ କରି ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଏନଏସି ୪ ନମ୍ବର ୱାର୍ଡରେ ଘଟିଛି ଏହି ଘଟଣା । ତେବେ ମରଣାନ୍ତକ ଆକ୍ରମଣ କରିଥିବା…

କାର୍ଯ୍ୟରେ ଅବହେଳା ଯୋଗୁଁ ରେଞ୍ଜର ନିଲମ୍ବିତ

କରଞ୍ଜିଆ : ରାଜ୍ୟରେ ଦୁର୍ନୀତି ବଢ଼ିଚାଲିଥିବା ବେଳେ ଏହା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ସରକାର । ଏହାରି ମଧ୍ୟରେ କାର୍ଯ୍ୟରେ ଅବହେଳା ଅଭିଯୋଗରେ ଦୁଧିଆଳୀ ରେଞ୍ଜରଙ୍କୁ ନିଲମ୍ବିତ କରାଯାଇଛି । ଦୁଧିଆଳୀ ରେଞ୍ଜର ଅଧିକାରୀ ସରୋଜ ପଣ୍ଡା ନିଲମ୍ବିତ ହୋଇଛନ୍ତି । ହାତୀଜନିତ…