ଆଜି କରୱା ଚୌଥ
ନୂଆଦିଲ୍ଲୀ: ଦେଶର କୋଣ ଅନୁକୋଣରେ ପାଳନ ହେଉଛି କରୱା ଚୌଥ । ସଧବା ନାରୀମାନେ ସ୍ବାମୀଙ୍କ ଶୁଭ ମନାସୀ ପାଳନ କରୁଛନ୍ତି ଏହି ପର୍ବ । ଏହି ଦିନ କରୱା ମାତାଙ୍କ ସମେତ, ମା' ପାର୍ବତୀ, ଭଗବାନ ଶିବ ଓ ଶ୍ରୀଗଣେଶଙ୍କ ପୂଜା କରାଯାଇଥାଏ । ଦିନସାରା ସଧବା ନାରୀମାନେ ବ୍ରତ କରିଥାନ୍ତି । ରାତିରେ!-->…