ବାଲିଯାତ୍ରା ଯିବା ପୂର୍ବରୁ ଜାଣି ନିଅନ୍ତୁ ଟ୍ରାଫିକ୍ ନିୟମ, କେଉଁଠି ରଖିବେ ଗାଡ଼ି?
କଟକ: ଐତିହାସିକ ବାଲିଯାତ୍ରାକୁ ସବୁ ବର୍ଷ ପରି ଏଥର ବି ହଜାର ହଜାର ଲୋକଙ୍କ ସମାଗମ ହେବ। ଭିଡ଼କୁ ନିୟନ୍ତ୍ରଣ କରିବା ଓ ସହରର ଟ୍ରାଫିକ୍ ବ୍ୟବସ୍ଥା ସୁଚାରୁ ରଖିବା ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ରୁଟ୍ ଡାଇଭର୍ସନ୍ ସହ ପାର୍କିଂ ବ୍ୟବସ୍ଥା କରାଯାଇଛି। ଯାତ୍ରା ଦିନଗୁଡ଼ିକରେ ଅପରାହ୍ନ…