Odia News Portal
Browsing Tag

king cobra

ନାଗ ସାପକୁ ଥଣ୍ଡା ପାଣିରେ ଗାଧୋଇ ଦେଉଛନ୍ତି ଜଣେ ବ୍ୟକ୍ତି

ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ବ୍ୟକ୍ତି ନାଗ ସାପକୁ ଥଣ୍ଡା ପାଣିରେ ଗାଧୋଇ ଦେଉଛନ୍ତି । ଆଉ ସାପ ତାଙ୍କୁ ଆକ୍ରମଣ ମଧ୍ୟ କରୁନାହିଁ । ଏହି ଭିଡିଓ ଦେଖି କେହି ବିଶ୍ୱାସ କରିପାରୁନାହାନ୍ତି । ଭିଡିଓରେ ଦେଖିବାକୁ ମିଳିଛି କି, ବାଥରୁମରେ ନାଗ ସାପ ରହିଛି। ଆଉ ଜଣେ ବ୍ୟକ୍ତି ମଗ ଧରି