Odia News Portal
Browsing Tag

kohali

କୋହଲିଙ୍କୁ ପ୍ରଂଶସା କଲେ ରାହୁଲ

ନୂଆଦିଲ୍ଲୀ: ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ପ୍ରଂଶସା କରିଛନ୍ତିି ଓପନର ବ୍ୟାଟ୍ସମ୍ୟାନ କେଏଲ ରାହୁଲ । ସେ ଏକ ଚ୍ୟାନେଳକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବିରାଟ ଅଧିନାୟକତ୍ୱରେ ଖେଳିଲେ ୨୦୦ ଶତକଡା ଉତ୍ସାହ ଆସୁଛି । ଦଳର ବାକି ୧୦ ଜଣ ଖେଳାଳୀ ମଧ୍ୟ କୋହଲିଙ୍କୁ ଅନୁସରଣ କରନ୍ତି ।…

ଧୋନୀଙ୍କ ରେକର୍ଡ ଭାଙ୍ଗିଲେ କୋହଲି

ସାଉଥମ୍ପଟନ୍‌: ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ରେକର୍ଡ ଭାଙ୍ଗିଛନ୍ତି ବିରାଟ କୋହଲି । ଟେଷ୍ଟ କ୍ରିକେଟରେ ଅଧିକ ମ୍ୟାଚରେ ଅଧିନାୟକତ୍ୱ କରିବାର ରେକର୍ଡ କରାଯାଇଛି । ଧୋନୀ ୬୦ଟି ଟେଷ୍ଟ ମ୍ୟାଚରେ ଅଧିନାୟକତ୍ୱ କରିଥିବା ବେଳେ ଏହି ରେକର୍ଡକୁ ଭାଙ୍ଗିଛନ୍ତି ବିରାଟ ।…