କୁଡୁମୀ ଜାତିକୁ ଆଦିବାସୀ ବର୍ଗରେ ସାମିଲ ଦାବି; ସେପ୍ଟେମ୍ବର ୬ରେ ଆନ୍ଦୋଳନ
କୁଡୁମୀ ଜାତିକୁ ଆଦିବାସୀ ବର୍ଗ (ଅନୁସୂଚିତ ଜନଜାତି)ରୁ ବାଦ୍ ଦେଇଥିବା ପ୍ରତିବାଦରେ ଆସନ୍ତା ସେପ୍ଟେମ୍ବର ୬ ତାରିଖ ଦିନ କଳା ଦିବସ ପାଳନ କରାଯିବ। କୁଡୁମୀ ସେନାର ପ୍ରତିଷ୍ଠାତା ରାଜ୍ୟ ସଭାପତି ଜୈମୁନୀ କୁମାର ମହାନ୍ତଙ୍କ ଆହ୍ବାନରେ ବିଜାତଳା ବ୍ଲକର ବୁଧିଆକୁଦର ଗ୍ରାମଠାରେ କୁଡୁମୀ…