ଆଜି ପବିତ୍ର କୁମାର ପୂର୍ଣ୍ଣିମା
ଭୁବନେଶ୍ୱର: କୁମାରୀଙ୍କ ପାଇଁ ଦିନଟିଏ । ଆଜି ହେଉଛି ପବିତ୍ର କୁମାର ପୂର୍ଣ୍ଣିମା । ପ୍ରକୃତି ସହିତ ମନୁଷ୍ୟର ଏହା ଏକ ମିଳନ ଦ୍ୟୋତକ। ସହର ଠାରୁ ଗ୍ରାମ ପର୍ୟ୍ୟନ୍ତ ହୋଇ ଉଠିଛି ଉତ୍ସବ ମୁଖର। ଆଜିର ଏହିଦିନ ବିଶେଷ କରି ଚନ୍ଦ୍ର ଉପସନାର ଏକ ପ୍ରକୃଷ୍ଟ ଦିନ। ଆଜି ସନ୍ଧ୍ୟାର ଚନ୍ଦ୍ରକିରଣ!-->…