ଅନ୍ତର୍ଜାତୀୟ ଶ୍ରମିକ ଦିବସରେ ଆରମ୍ଭ ହେଲା ଶ୍ରମିକଙ୍କ ପାଇଁ ନୂତନ ପ୍ରଯୁକ୍ତି ସେବା
ଆଜି ଅନ୍ତର୍ଜାତୀୟ ଶ୍ରମିକ ଦିବସ । ଏହି ଅବସରରେ ଭୁବନେଶ୍ୱର ଜୟଦେବ ଭବନରେ ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରମିକ ଦିବସ ପାଳନ କରାଯାଉଛି । ରାଜ୍ୟର ପ୍ରଗତି ଏବଂ ବିକାଶର ମୂଳଦୁଆ ଥିବା ଶ୍ରମିକଙ୍କ ଅମୂଲ୍ୟ ଯୋଗଦାନକୁ ସମ୍ମାନ ଦିଆଯାଇଛି । ରାଜ୍ୟସ୍ତରୀୟ ସମାରୋହ ପାଳନ ଅବସରରେ ଶୁଭାରମ୍ଭ ହୋଇଛି!-->…
