Odia News Portal
Browsing Tag

ladakha

ଲଦାଖରେ ଭାରତ ତିଆରି କଲା ବିଶ୍ୱର ଉଚ୍ଚତମ ସଡ଼କ

ନୂଆଦିଲ୍ଲୀ,୫।୮: ଲଦାଖରେ ଭାରତର ନୂଆ ସଫଳତା। ସୀମା ସଡକ ସଂଗଠନ (ଈଜଙ) ଏଠାରେ ବିଶ୍ୱର ସର୍ବୋଚ୍ଚ ରାସ୍ତା ନିର୍ମାଣ କରିବାରେ ସଫଳ ହୋଇଛି । ଏହି ରାସ୍ତା ସମୁଦ୍ର ପତ୍ତନ ଠାରୁ ୧୯,୩୦୦ ଫୁଟ ଉଚ୍ଚରେ ପୂର୍ବ ଲଦାଖର ଉମଲିଙ୍ଗଲା ପାସରେ ଅବସ୍ଥିତ। ଏହା ସହ ଭାରତ ବୋଲିଭିଆର ରେକର୍ଡ ଭାଙ୍ଗିଛି।…

ଟ୍ୱିଟରରେ ପ୍ରଦର୍ଶିତ ଭାରତ ମାନଚିତ୍ରରେ ନାହିଁ ଜମ୍ମୁ-କାଶ୍ମୀର ଓ ଲଦାଖ

ନୂଆଦିଲ୍ଲୀ: ଟ୍ୱିଟର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ କିଛଦିନ ହେବ ଲାଗି ରହିଛି କନ୍ଦଳ । ଏବେ ଟ୍ୱିଟରରେ ପ୍ରଦର୍ଶିତ ମାନନ୍ତ୍ରରେ ଜମ୍ମୁ-କାଶ୍ମୀର ଓ ଲଦାଖ ନଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ୟୁଜର୍ସମାନେ ବିଭିନ୍ନ କମେଣ୍ଟ ଦେବା ଆରମ୍ଭ କରି ଦେଇଛନ୍ତି । ତେବେ ଟ୍ୱିଟରର ଏଭଳି…

ଲେହରେ ଭୂକମ୍ପ

ଲଦାଖ: ଲଦାଖର ଲେହରେ ସୋମବାର ପ୍ରତ୍ୟୁଷରେ ଭୂକମ୍ପନ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ମାତ୍ରା ୪.୬ ରହିଥିବା ଜାତୀୟ ଭୂକମ୍ପ ପରିମାପ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏହି କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇ କୁହାଯାଇଛି ଯେ ସୋମବାର ସକାଳ ପ୍ରାୟ ୬.୧୦ରେ ଭୂକମ୍ପ ଅନୁଭୂତ ହୋଇଥିଲା ।…

ତିନିଦିନିଆ ଲଦାଖ ଗସ୍ତରେ ରାଜନାଥ ସିଂ

ନୂଆଦିଲ୍ଲୀ: ଭାରତ-ଚୀନ୍ ସୀମାରେ ଚାଲିଥିବା ବିବାଦ ମଧ୍ୟରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜିଠାରୁ ତିନି ଦିନିଆ ଲଦାଖ ଗସ୍ତରେ ଯିବେ । ଏଠାରେ ପ୍ରତିରକ୍ଷା ମନ୍ତ୍ରୀ ସୀମାରେ ଥିବା ପ୍ରସ୍ତୁତି ଉପରେ ନଜର ରଖିବେ। ଏଥି ସହିତ ରାଜନାଥ ସିଂ ଲଦାଖରେ ପହଁଚିବା ପୂର୍ବରୁ ଜମ୍ମୁର…