ଜେଲରୁ ବାହାରିବେ ଲାଲୁ
ଗୋଖାଦ୍ୟ ଦୁର୍ନୀତି ମାମଲାରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ମିଳିଲା ଜାମିନ । ଝାଡଖଣ୍ଡ ହାଇକୋର୍ଟ ଲାଲୁଙ୍କୁ ଜାମିନ ମଂଜୁର କରିଛନ୍ତି । ତେବେ ଏଥିପାଇଁ 10 ଲକ୍ଷ ଜରିମାନା ଓ 1 ଲକ୍ଷ ଟଙ୍କାର ବଣ୍ଡ୍ ବଦଳରେ ଜାମିନ ଦେବାକୁ ହାଇକୋର୍ଟ ନିଷ୍ପତ୍ତି ନେଇଛନ୍ତି । କୋଟି କୋଟି!-->…
