Odia News Portal
Browsing Tag

latest odia news

ଚିକେନ ବିରିୟାନି ବାସି କହିବାରୁ ଭୁଜାଲିରେ ହାଣିଲେ

ଚିକେନ ବିରିୟାନି ବାସି କହିବାରୁ ମାଡ଼ ମାରିବା ସହ ଭୁଜାଲିରେ ହାଣିଲେ ଜଷ୍ଟ କୁକ୍ ହୋଟେଲ୍ ର କେଶିୟର ଓ ୱେଟର , ହୋଟେଲ ସାମ୍ନାରେ ରକ୍ତ ଜୁଡୁବୁଡୁ ରେ ଚିତ୍କାର କରୁଥିଲା ଆକ୍ରମଣର ଶିକାର ହୋଇଥିବା ଯୁବକ ସଞ୍ଜୟ ମାଝୀ , ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଥିଲେ ସଞ୍ଜୟ ଙ୍କ ପତ୍ନୀ,ହେଲେ…

ବିଜେପି ପକ୍ଷରୁ ସମ୍ବିଧାନ ହତ୍ୟା ଦିବସ ୨୦୨୬

ଜରୁରିକାଳୀନ ସ୍ଥିତି ଳାଗୁ ହେବାର ୫୦ ବର୍ଷ ପୁରିଥିବା ବେଳେ ବିଜେପି ପକ୍ଷରୁ ଆଜି ସମ୍ବିଧାନ ହତ୍ୟା ଦିବସ ୨୦୨୬ ପାଳନ କରାଯାଉଛି। ନବରଙ୍ଗପୁର ଜିଲ୍ଲାର ଉମରକୋଟ ବିଜେପି କାର୍ଯ୍ୟଳୟ ଠାରେ ମଧ୍ୟ ସମ୍ବିଧାନ ହତ୍ୟା ଦିବସ ପାଳନ କରାଯାଇଛି। ଜିଲ୍ଲା ବିଜେପି ସଭାପତି ଶ୍ରୀ କୁଞ୍ଜ ବିହାରୀ…

ରାମ ମନ୍ଦିର ଦାନଅର୍ଥ ଚୋରି ମାମଲା, ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ଏବଂ ଅନିଲ ମିଶ୍ରା ଦେଲେ ଇସ୍ତଫା

ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ଇସ୍ତଫା ଦେଇଛନ୍ତି । ଅଯୋଧ୍ୟା ରାମ ମନ୍ଦିର ଦାନଅର୍ଥ ଚୋରି ମାମଲାକୁ ନେଇ ଇସ୍ତଫା ଦେବାକୁ ତାଙ୍କ ଉପରେ ଚାପ ପଡୁଥିଲା । କେବଳ ଚମ୍ପତ ରାୟ ନୁହେଁ ଟ୍ରଷ୍ଟର ସଦସ୍ୟ ଅନିଲ ମିଶ୍ରା ମଧ୍ୟ ଇସ୍ତଫା ଦେଇଛନ୍ତି । ରାମ ଜନ୍ମଭୂମି…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା, ନୂଆବହି ଛପାଯାଇ ପିଲାଙ୍କୁ ବଣ୍ଟନ କରାଯିବ

ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା । ସମସ୍ତ ତ୍ରୁଟି ବହିକୁ ପ୍ରତ୍ୟାହାର କରାଯିବ । ନୂଆବହି ଛପାଯାଇ ପିଲାଙ୍କୁ ବଣ୍ଟନ କରାଯିବ । ତଦନ୍ତ ରିପୋର୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ଯେଉଁମାନେ ଷଡ଼ଯନ୍ତ୍ରରେ ସାମିଲ…

ସୁଜାତା ମିଶିଲେ ନିଶ୍ଚିହ୍ନ ହେବ ବିଜେଡି!

ଦୀର୍ଘ ଦିନ ଧରି ଚାଲିଆସୁଥିବା ଆଲୋଚନାରେ ବିରାମ ଲାଗିବାକୁ ଯାଉଛି । ବିଜେଡିରେ ଯୋଗଦେବାକୁ ଯାଉଛନ୍ତି ସୁଜାତା ପାଣ୍ଡିଆନ, ଏଥିପାଇଁ କୁଆଡ଼େ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି, ଆସନ୍ତାକାଲି ଶଙ୍ଖ ଭବନରେ ବସିବ ବଡ଼ ବୈଠକ । ସେହିଠିଁ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ସାମିଲ ହେବାକୁ…

ଥମୁନି ଯାତ୍ରା ପାଲା! କଳାକାରଙ୍କୁ କୁକୁର କହିଲେ ସ୍ବର୍ଣ୍ଣମହଲ ସହ ପ୍ରଯୋଜକ

ଯାତ୍ରା ଜଗତରେ ପୁଣି ଦେଖାଦେଇଛି ନୂଆ ପାଲା । ସ୍ୱର୍ଣ୍ଣମହଲ ଯାତ୍ରା ପାର୍ଟିର ସହ-ପ୍ରଯୋଜକ କ୍ଷୀରୋଦ ସ୍ୱାଇଁଙ୍କ କିଛି ବିବାଦୀୟ ମନ୍ତବ୍ୟକୁ ନେଇ ଏବେ ସମଗ୍ର ଯାତ୍ରା ଜଗତ ଉଠୁଛି ପଡ଼ୁଛି। ଶଳୀନତା ଭୁଲି କଳାକାରମାନଙ୍କ ପ୍ରତି ଏଭଳି ଭାଷା ପ୍ରୟୋଗ କରିଛନ୍ତି ଯାହା ଏବେ ନୂଆ ବିବାଦ ଛିଡ଼ା…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ

କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱଲେ ଆଜି ଲୋକ ସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକାରରେ କେନ୍ଦ୍ରମନ୍ତ୍ରୀ ଅଠାୱଲେ ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟରେ ସାମାଜିକ ନ୍ୟାୟ ସମ୍ପର୍କିତ…

ମଧ୍ୟସ୍ଥି ସାଜିବା ହେଲା କାଳ, କାଠ ଫାଳିଆ ମାଡ଼ରେ ଯୁବକ ମୃତ

ଦୁଇଜଣଙ୍କ ମଧ୍ୟରେ ବିବାଦ ସମାଧାନ କରିବାକୁ ଯାଇ କାଠ ଫାଳିଆ ମାଡରେ ଯୁବକ ମୃତ।ଜମ୍ବୁ ମେରାଇନ ଥାନା ଅନ୍ତର୍ଗତ ରାମନଗର ଅଞ୍ଚଳରେ ଘଟିଛି ଏହି ଘଟଣା। ମୃତ ଯୁବକ ସ୍ଥାନୀୟ ଅଞ୍ଚଳର ତପନ ଦାସ ବୋଲି ଜଣାପଡିଛି। ତପନ ସ୍ଥାନୀୟ ବୁଥ୍ ର ବିଜେପି ସଭାପତି ଭାବେ କାର୍ଯ୍ୟ କରୁଥିଲେ। ମିଳିଥିବା ସୂଚନା…

ଭିଜିଲାନ୍ସ ଜାଲରେ ରାୟଗଡା ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀ

ରାୟଗଡା ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଅଧିକାରୀ ପ୍ରସନ୍ନ ପଟନାୟକ ଭିଜିଲାନ୍ସ ଜାଲରେ ଆଜି ପଡିଥିବା ଜଣାପଡିଛି I ନିର୍ବାହୀ ଅଧିକାରୀ ଶ୍ରୀ ପଟନାୟକ ଜୈନିକ କଣ୍ଟ୍ରାକ୍ଟର ଙ୍କ ଠାରୁ ୨ ଲକ୍ଷ ଟଙ୍କା ନେଇଥିଲେ I ଏନେଇ କଣ୍ଟ୍ରାକ୍ଟର ଜଣଙ୍କ ଭିଜିଲାନ୍ସ କୁ ଅବଗତ କରିବା ପରେ କତୁରୁ ନିକଟ…

ଆସିଲା ୫ ଓଡ଼ିଆ ଶ୍ରମିକଙ୍କ ମୃତଦେହ, ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

ତାମିଲନାଡ଼ୁର ତିରୁଭଲ୍ଲୁର ଜିଲ୍ଲାର ଏକ ଘରୋଇ ସି-ଫୁଡ ପ୍ରକ୍ରିୟାକରଣରେ ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ମୃତ ୫ଜଣ ଓଡ଼ିଆ ଶ୍ରମିକଙ୍କ ମୃତଦେହ ଆଜି ସନ୍ଧ୍ୟାରେ ଭୁବନେଶ୍ବର ପହଞ୍ଚିଛି। ମୃତଦେହଗୁଡ଼ିକ ଏକ ସ୍ବତନ୍ତ୍ର ବିମାନରେ ଭୁବନେଶ୍ବରରେ ପହଞ୍ଚିଲା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…