Odia News Portal
Browsing Tag

latest odia news

ଏନଆଇଟି ସମାବର୍ତ୍ତନ ସମାରୋହରେ ରାଷ୍ଟ୍ରପତି

ରାଉରକେଲା: ରାଉରକେଲାରେ ପହଁଚଛନ୍ତି ରାଷ୍ଟ୍ରପତି । ଭୁବନେଶ୍ୱରରୁ ବିମାନ ଯୋଗେ ଝାରସୁଗୁଡା ବିମାନ ବନ୍ଦରରେ ପହଁଚିବା ପରେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ସେଠାରୁ ରାଉରକେଲା ଗସ୍ତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ଅବସରରେ ରାଷ୍ଟ୍ରପତିଙ୍କ ସହିତ ରାଜ୍ୟପାଳ ପ୍ରଫେସର

ଡ୍ରାଇଭରକୁ ପିଟି ପିଟି ମାରିଦେଲେ

ବ୍ରହ୍ମପୁର: ଡ୍ରାଇଭରକୁ ପିଟି ପିଟି ମାରିଦେଲେ ଉତ୍ତ୍ୟକ୍ତ ଲୋକେ । ଏଭଳି ସମ୍ବେଦନଶୀଳ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାରେ । ଟିପ୍ପର ଧକ୍କାରେ ବାଇ୍ ଆରୋହୀଙ୍କ ମୃତ୍ୟୁକୁ କେନ୍ଦ୍ରକରି ସ୍ଥାନୀୟ ଲୋକମାନେ ଆଇନକୁ ହାତକୁ ନେଇଯାଇଛନ୍ତି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି

ବ୍ରହ୍ମପୁର ବୁଢୀ ଠାକୁରାଣୀଙ୍କ ଯାତ୍ରାକୁ ମିଳିଲା ଅନୁମତି

ବ୍ରହ୍ମପୁର: ଚଳିତ ବର୍ଷ ହେବ ବ୍ରହ୍ମପୁର ବୁଢୀ ଠାକୁରାଣୀଙ୍କ ଯାତ୍ରା । ଏନେଇ ଅନୁମତି ଦେଇଛନ୍ତି ବିଇଏମସି କମିଶନର ଡା.ସିଦ୍ଧେଶ୍ୱର ବଳିରାମ ବୋନ୍ଦର । ଏନେଇ ସେ ଟ୍ୱିଟ୍ ଯୋଗେ ଅବଗତ କରାଇଛନ୍ତି । ତେବେ ୭ ଦିନ ଧରି ଏହି ଯାତ୍ରା କରିବାକୁ ଅନୁମତି ଦେଇଛି ପ୍ରଶାସନ । କୋଭିଡ୍ ଗାଇଡଲାଇନ୍

ରାଜଭବନରେ ପହଁଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ୱର : ତିନି ଦିନିଆ ଗସ୍ତରେ ଆସି ଆଜି ସଂଧ୍ୟାରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏକ ସ୍ୱତନ୍ତ୍ର ବାୟୁସେନା ବିମାନ ଯୋଗେ ଆସି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେପହଞ୍ଚିଛନ୍ତି ରାଷ୍ଟ୍ରପତି । ଏହି ସମୟରେ ବିମାନବନ୍ଦରରେ ରାଜ୍ୟପାଳ ଗଣେଶିଲାଲ, ମୁଖ୍ୟମନ୍ତ୍ରୀ

ଆଗକୁ ଚେକିଂ, ଚଢ଼ାଉ ଜୋରଦାର

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ କ୍ରମଶଃ କାୟା ମେଲାଉଛି । ଅନ୍ୟପକ୍ଷରେ ଦେଶର ମହାରାଷ୍ଟ୍ର ଭଳି କିଛି ରାଜ୍ୟରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ମଧ୍ୟ ଆରମ୍ଭ ହେଲାଣି । ତେଣୁ ସଂକ୍ରମଣ ରୋକିବାକୁ ଆଗକୁ ଚେକିଂ ଏବଂ ଚଢ଼ାଉ ଜୋରଦାର ହେବ ବୋଲି କହିଛନ୍ତି ଏସଆରସି ପ୍ରଦୀପ୍ତ ଜେନା ।

କରୋନା ଚିନ୍ତା , ସବୁ ରାଜ୍ୟକୁ କେନ୍ଦ୍ରର ଚିଠି

ନୂଆଦିଲ୍ଲୀ : କରୋନା ଭାଇରସ ମହାମାରୀ ଦେଶରେ ପୁଣି ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଗତ ଥର ଭଳି ଏଥର ମଧ୍ୟ ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ ପୁଣି ସବୁଠୁ ଅଧିକ ପ୍ରଭାବିତ ରାଜ୍ୟରେ ପରିଣତ ହୋଇଛନ୍ତି। ଏହି ସବୁ ରାଜ୍ୟରେ ଅଚାନକ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି।

କେମିକାଲ୍‌ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୫ ମୃତ

ମୁମ୍ବାଇ : ମହାରାଷ୍ଟ୍ରର ରତ୍ନଗିରି  ଅଞ୍ଚଳରେ ଅବସ୍ଥିତ ଏକ କେମିକାଲ୍‌ ଫ୍ୟାକ୍ଟ୍ରିରେ ଭୀଷଣ ବିସ୍ଫୋରଣ। ଏହି ଅଘଟଣରେ ୫ ଜଣ କର୍ମଚାରୀଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। ଏହା ସହ ଜଣେ କର୍ମଚାରୀ ଆହତ ହୋଇଛନ୍ତି। ବିସ୍ଫୋରଣ ପରେ ଭୀଷଣ ଅଗ୍ନିକାଣ୍ଡ ଘଟିଥିବା ଜଣେ ପୋଲିସ କର୍ମଚାରୀ