Odia News Portal
Browsing Tag

latest odia news

ପ୍ରକାଶ ପାଇଲା CBSE ଦଶମ, ଦ୍ୱାଦଶ ଆଡମିଟ୍ କାର୍ଡ ୨୦୨୩

ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ସିବିଏସ୍ଇ) ଶ୍ରେଣୀ ୧୦ ଏବଂ ୧୨ ବୋର୍ଡ ପରୀକ୍ଷା ୨୦୨୩ ପାଇଁ ଆଡମିଟ୍ କାର୍ଡ ପ୍ରକାଶ କରିସାରିଛି। ସ୍କୁଲ କର୍ତ୍ତୃପକ୍ଷ CBSE ର ଅଫିସିଆଲ୍ ୱେବସାଇଟରୁ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ – cbse.gov.inସରକାରୀ ବିଜ୍ଞପ୍ତି ଅନୁଯାୟୀ,…

ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ସାଉଥର ସୁପରଷ୍ଟାର

ସାଉଥର ନାମିଦାମି ସୁପରଷ୍ଟାର ପବନ କଲ୍ୟାଣ, ଯାହାଙ୍କ ପାଇଁ ସାଉଥ୍ ତ ସାଉଥ୍ ଓଡିଆ ଫ୍ୟାନ୍ସମାନଙ୍କ ମଧ୍ୟରେ ବି ରହିଛି ଜବରଦସ୍ତ କ୍ରେଜ। ରୋମାନ୍ସ ଠାରୁ ଆରମ୍ଭ ଆକ୍ସନ ସବୁ ଫିଲ୍ମରେ ତାଙ୍କ ଅଭିନୟ ନିଆରା। କେବଳ ସେତିକି ନୁହେଁ ଫ୍ୟାନ୍ସମାନଙ୍କ ସହ ମଧ୍ୟ ତାଙ୍କର ରହିଛି ଘନିଷ୍ଠ ସମ୍ପର୍କ।…

ନାର୍କୋ ଓ ପଲିଗ୍ରାଫ ଟେଷ୍ଟ ପାଇଁ ଗୁଜରାଟରେ ଗୋପାଳ, ଟେଷ୍ଟ ପ୍ରକ୍ରିୟା ଜାରି

ଗୋପାଳ ଦାସର ନାର୍କୋ ଟେଷ୍ଟ ପ୍ରକ୍ରିୟା ଜାରି ରହିଛି। ସାଙ୍ଗରେ ଅଛନ୍ତି ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ୮ଜଣିଆ ଟିମ୍‌ । ନାର୍କୋ ଓ ପଲିଗ୍ରାଫ ଟେଷ୍ଟରୁ ଜଣା ପଡ଼ିବ କେତେ କହିଛି ସତ, କଣ ମିଛ କହିଛି ଜଣା ପଡ଼ିବ । ନାର୍କୋ ଓ ପଲିଗ୍ରାଫ ଟେଷ୍ଟ ପାଇଁ ଗୋପାଳକୁ ଗୁଜରାଟ ଗାନ୍ଧିନଗର…

ଆସନ୍ତୁ ଦେଖିବା ବାଘଟି ରାସ୍ତା ପାର୍ କରିବା ପାଇଁ କରିଛି ଅପେକ୍ଷା

ଏମିତି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଏକ ବ୍ୟସ୍ତବହୁଳ ରାଜପଥ ଅତିକ୍ରମ କରୁଥିବା ଏକ ବାଘର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାଇରାଲ ଭିଡିଓରେ ବାଘଟି ରାସ୍ତା ପାର୍ କରିବା ପାଇଁ ଅପେକ୍ଷା କରିଛି। ରାସ୍ତାରେ ଟ୍ରକ ଏବଂ ଭାରି ଯାନବାହାନ ଯିବା ଆସିବା କରୁଥିବାରୁ ସେ ଧିରସ୍ଥିର…

ବସରୁ ମିଳିଲା ୧୮ ଲକ୍ଷ

ସରକାରୀ ବସରୁ ଜବତ ହେଲା ୧୮ ଲକ୍ଷ ଟଙ୍କା । ବ୍ରହ୍ମପୁର ବାଇପାସ ଲାଞ୍ଜିପଲ୍‌ଲି ନିକଟରେ ଏକ ଟ୍ରଲି ବ୍ୟାଗରୁ ମିଳିଲା ୧୮ ଲକ୍ଷ ଟଙ୍କା । ଗଞ୍ଜେଇ ସନ୍ଦେହରେ ଅବକାରୀ ଗୁଇନ୍ଦା ବିଭାଗର ଚଢାଉ ବେଳେ ଧରାପଡିଥିଲା । ଟଙ୍କା ଧରି ଆସୁଥିବା ବେଳେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି । ଏତେ ଟଙ୍କା…

ରାଜ୍ୟ ଗାନ୍ଧୀ ନେହେରୁଙ୍କ ଉପନାମ ନେବାରେ କାହିଁକି ଲଜ୍ଜିତ? ରାଜ୍ୟ ସଭାରେ ମୋଦିଙ୍କ ପ୍ରଶ୍ନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ହିନ୍ଦେନବର୍ଗ ରିସର୍ଚ୍ଚ ଦ୍ୱାରା ଉଠାଯାଉଥିବା ଆଦାନୀ ଗୋଷ୍ଠୀ ବିରୋଧରେ ହୋଇଥିବା ଅଭିଯୋଗର ମିଳିତ ସଂସଦୀୟ କମିଟି (ଜେପିସି) ଯାଞ୍ଚ ପାଇଁ ବିରୋଧ କରୁଥିବାବେଳେ ବିରୋଧୀ ଦଳ ଉପରେ ଏକ ପ୍ରଶ୍ନର ଆକ୍ରମଣ କରିଥିଲେ।ରାଷ୍ଟ୍ରପତିଙ୍କ ସମ୍ବୋଧନରେ…

ଏସଟିଏଫ କବଜାରେ ବ୍ରାଉନସୁଗର ବେପାରୀ

ଏସଟିଏଫ କବଜାରେ ବ୍ରାଉନସୁଗର ବେପାରୀ | ଆସାମ ପୁଲିସ ସହାୟତାରେ ଗୌହାଟୀରୁ ଏହି ବେପାରୀକୁ ଧରିଛି କ୍ରାଇମବ୍ରାଞ୍ଚ ଏସଟିଏଫ | ଅଭିଯୁକ୍ତର ନାଁ ସଲିମ ଅହମ୍ମଦ ହୋଇଥିବାବେଳେ ସେ ଆସାମର ଗୌହାଟୀରେ ରହୁଥିଲା | ଅଭିଯୁକ୍ତଠାରୁ ୧ କେଜି ୩୩୫ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି |…

ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀ ହାଇକୋର୍ଟ, ଚିତ୍ରା ରାମକୃଷ୍ଣଙ୍କୁ ଜାମିନ ପ୍ରଦାନ କରିଛନ୍ତି

ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ପୂର୍ବତନ ସିଇଓ ତଥା କାର୍ୟ୍ୟକାରୀ ଅଧିକାରୀ ଚିତ୍ରା ରାମକୃଷ୍ଣଙ୍କୁ ମିଳାଲା ଜାମିନ। ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଚିତ୍ରାଙ୍କ ଦିଲ୍ଲୀ ହାଇକୋର୍ଟ ଜାମିନ ମଞ୍ଜୁର କରିଛନ୍ତି। ଏହାପୂର୍ବରୁ ତାଙ୍କୁ ଏନ୍ଏସ୍ଇ କର୍ମଚାରୀଙ୍କ ଫୋନ୍ ଟ୍ୟାପିଂ ମାମଲାରେ…

ମନ ଖୋଲି ହସିଲେ ଗୋପାଳ ଦାସ

ନବ ଦାସ ହତ୍ୟାକାଣ୍ଡ ଅଭିଯୁକ୍ତଙ୍କ ଅଜବ କାରନାମା। ଅଭିଯୁକ୍ତ ଗୋପାଳ ଦାସଙ୍କ ଆଚରଣକୁ ନେଇ ଚର୍ଚ୍ଚା। ନିଜ ଖବର ପଢ଼ି ହସିଲେ ଗୋପାଳ ଦାସ। ଝାରସୁଗୁଡ଼ା ବିମାନ ବନ୍ଦରରେ ଦେଖିବାକୁ ମିଳିଲା ଏଭଳି ଦୃଶ୍ୟ। ନ୍ୟୁଜ ୧୮ କ୍ୟାମେରାରେ କଏଦ ହୋଇଛି ଏହି EXCLUSIVE ଭିଜୁଆଲ। ଭଲ କରି ଦେଖନ୍ତୁ,…

ସୁପରଷ୍ଟାର ଶ୍ରୀଦେବୀଙ୍କ ଅଫିସିଆଲ୍ ଜୀବନୀ ପ୍ରକାଶ କରିବ ୱେଷ୍ଟଲ୍ୟାଣ୍ଡ ବୁକ୍

ଲାଇଫ୍ ଅଫ୍ କିମ୍ବଦନ୍ତୀ, ଏହି ପୁସ୍ତକ ଅଭିନେତ୍ରୀଙ୍କର ସମ୍ପୂର୍ଣ୍ଣ ଜୀବନ ଚିତ୍ର ଆଙ୍କିଛି, ଯିଏ କି ୮୦ ଦଶକ ଏବଂ ୯୦ ଦଶକରେ ସିନେମା ଜଗତର ହାଓା୍ୱ ହାଓା୍ୱଇ ଗର୍ଲ ଭାବେ ସାରା ଭାରତର ହୃଦୟରେ ରାଜ କରିଥିଲେ । ଏହା ଡେବ୍ୟୁଟାଣ୍ଟ ଲେଖକ ଧୀରଜ କୁମାରଙ୍କ ଦ୍ୱାରା ଲିଖିତ ଏବଂ ଚଳିତ ବର୍ଷ…