Latest ରାଜଧାନୀ ଦିଲ୍ଲୀରେ ନାଇଟ୍ କର୍ଫ୍ୟୁ ଜାରି swadhikarnews Apr 6, 2021 0 ରାତି ୧୦ଟାରୁ ଭୋର ୫ ଯାଏଁ ଦିଲ୍ଲୀରେ ବଳବତ୍ତର ରହିବ ନାଇଟ୍ କର୍ଫ୍ୟୁ |
Latest ପୁରୀରେ ଆରଟିପିସିଆର ଟେଷ୍ଟ ହେଲା ବାଧ୍ୟତାମୂଳକ swadhikarnews Apr 6, 2021 0 *୫ ରାଜ୍ୟରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ କଟକଣା ଜାରି | *ରେଳ ଷ୍ଟେସନରେ ଯାତ୍ରୀମାନଙ୍କ ସ୍ୱାବ ସଂଗ୍ରହ |
Latest ଜଷ୍ଟିସ ଏନ.ଭି ରମନା ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି swadhikarnews Apr 6, 2021 0 ଏପ୍ରିଲ ୨୪ରେ ଦାୟିତ୍ୱ ନେବେ ଜଷ୍ଟିସ ଏନ୍.ଭି ରମନା
Latest ଆଜି ଓଡିଶା ପହଞ୍ଚିବ ୩ଲକ୍ଷ ୪୯ ହଜାର ଟିକା swadhikarnews Apr 6, 2021 0 ଯେତିକି ଟିକା ଆସୁଛି ତାହା ମାତ୍ର ତିନି ଦିନ ଯିବା ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା |
Latest ୪ ଜିଲ୍ଲାକୁ ଯିବେ ୩୬ ପିଜି ଡାକ୍ତର swadhikarnews Apr 5, 2021 0 କୋଭିଡ୍ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ନୂଆ ରଣନୀତି |
Latest ଖରା ପାଇଁ ବଦଳିଲା ଟିକାକରଣ ସମୟ swadhikarnews Apr 5, 2021 0 ସକାଳ ୮ଟାରୁ ୧୨ଟା ଏବଂ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଟିକାକରଣ |
Latest ରାଫେଲ କିଣାରେ ଲାଞ୍ଚ କାରବାର ନେଇ ମୋଦିଙ୍କୁ କଂଗ୍ରେସର ଟାର୍ଗେଟ swadhikarnews Apr 5, 2021 0 ରାଫେଲ କିଣାରେ ଲାଞ୍ଚ କାରବାର ନେଇ ଫ୍ରାନ୍ସ ୱେବସାଇଟରେ ଦାବି
Latest ୨ପୋଲିସ୍ ଅଧିକାରୀଙ୍କୁ ଆରକ୍ଷୀ ମହା ନିର୍ଦ୍ଦେଶକ ପଦକ swadhikarnews Apr 5, 2021 0 ନୂଆପଡ଼ା: ଜନସାଧାରଣ ଓ ପୋଲିସ୍ ମଧ୍ୟରେ ଉତ୍ତମ ସଂପର୍କ ସ୍ଥାପନ,ସୁରକ୍ଷା,ସେବା ପାଇଁ ନୂଆପଡ଼ାରୁ ୨ଜଣ ପୋଲିସ୍ ଅଧିକାରୀ ଆରକ୍ଷୀ ମହା ନିର୍ଦ୍ଦେଶକ ପଦକ ପାଇଛନ୍ତି |ତେବେ ଏହି ପଦକର ହକଦାର୍ ହୋଇଛନ୍ତି ନୂଆପଡ଼ା ଏସଡିପିଓ ପ୍ରଶାନ୍ତ ପଟ୍ଟନାୟକ ଏବଂ ଏସଆଇ ଦେବାଶିସ ରାଉତ୍ | ତେବେ!-->!-->!-->!-->!-->…
Latest ଆର୍ମଡ ଡିସିପିଙ୍କ ବିରୋଧରେ ସାଂଘାତିକ ଅଭିଯୋଗ swadhikarnews Apr 5, 2021 0 *ଝିଅ ଯୋଗାଇବା ପାଇଁ ପକାଉଥିଲେ ଚାପ, ଅଭିଯୋଗ ଆଣିଲେ ସିପାହୀଙ୍କ ପତ୍ନୀ | *ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ କମିଶନର |
Latest ପିପିଲିରୁ ୫୦ ଲକ୍ଷ ଟଙ୍କା ଜବତ, ୨ ଅଟକ୍ swadhikarnews Apr 5, 2021 0 ବାଇକରେ ଦୁଇ ଯୁବକ ଟଙ୍କା ନେଇ ଯାଉଥିବା ବେଳେ ଜବତ କରିଛି ପୋଲିସ