ମନିଷ ସିସୋଦିଆଙ୍କୁ ସିବିଆଇ ନିର୍ଯାତନା ଦେଉଛି; ଆପର ଅଭିଯୋଗ
ଆପ୍ର ଜାତୀୟ ମୁଖପାତ୍ର ସୌରଭ ଭରଦ୍ବାଜ ରବିବାର ଅଭିଯୋଗ କରିଛନ୍ତି ଯେ ସିବିଆଇ ଆପ୍ର ବରିଷ୍ଠ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ ହାଜତରେ ନିର୍ଯାତନା ଦେଇ ମିଥ୍ୟା ଅଭିଯୋଗ ଲେଖାଥିବା କାଗଜପତ୍ରରେ ସ୍ବାକ୍ଷର କରିବାକୁ ବାଧ୍ୟ କରୁଛି। ସିସୋଦିଆ କିଛି ଅପରାଧ କରି ନ!-->…