Odia News Portal
Browsing Tag

latest odia news

ଶ୍ରୀମନ୍ଦିରରେ ପଡ଼ି ବଙ୍ଗୀୟ ପର୍ଯ୍ୟଟକ ଆହତ

ପୁରୀ: ଆଜି ଶ୍ରୀମନ୍ଦିରରେ ଜଣେ ବଙ୍ଗୀୟ ପର୍ଯ୍ୟଟକ ପଡି ଯିବାରୁ ତାଙ୍କ ନାକ ଫାଟିଯାଇଛି |ତେବେ ଏହି ସମୟରେ ପୋଲିସ କର୍ମଚାରୀ ମାନବିକତା ଦେଖାଇଛନ୍ତି | ପୋଲିସ ବିଭାଗର ଜଣେ ହାବିଲଦାର ଏବଂ ଦୁଇଜଣ କନଷ୍ଟେବଳ ରକ୍ତାକ୍ତ ଅବସ୍ଥାରେ ବରିଷ୍ଠ ନାଗରିକ ଜଣଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ

ମିଠା କଥାକହି ଫସାଉଥିଲେ,ନିଜେ ଫସି ଗଲେ

ଭଦ୍ରକ : ସ୍ୱାମୀକୁ ଜେଲରୁ ବେଲ୍‌ରେ ବାହାର କରିଦେବାକୁ କହି ଅଭିଯୁକ୍ତ ସ୍ତ୍ରୀ ସହିତ ମିଠାଳିଆ କଥା ହେଉଥିଲେ ପୁଲିସ ବାବୁ | ତୁମ ସ୍ବାମୀ ଜେଲରୁ ବାହାରିବେ, ଆମେ ଆଜିଠୁ ଭାଇଭଉଣୀ , ଏଭଳି ମନଲୋଭା କଥା କହି ଅଭିଯୁକ୍ତର ସ୍ତ୍ରୀ ସହିତ ସଂପର୍କ ବାନ୍ଧିବାକୁ ଚେଷ୍ଟା କରୁଥିଲେ ପୁଲିସ ବାବୁ ।

ଗୁଜୁରାଟର ୪ ସହରରେ ନାଇଟ୍ କର୍ଫ୍ୟୁ

ଅହମଦାବାଦ: ଦେଶରେ କରୋନା ସଂକ୍ରମଣ ବଢ଼ି ଚାଲିଛି। ଦୈନିକ ସଂକ୍ରମଣ ୨୦ ହଜାର ଟପୁଛି ।ତେବେ ଏହାକୁ ଦୃଷ୍ଟିରେ ରଖି ୪ଟି ସହରରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି। କରୋନା ସଂକ୍ରମଣ ବଢ଼ିବା ପରେ ଗୁଜରାଟ ସରକାରଙ୍କ ପକ୍ଷରୁ ଏହି କଡ଼ା ପଦକ୍ଷେପ ନିଆଯାଇଛି। ଅହମ୍ମଦାବାଦ, ବଡ଼ୋଦରା, ସୁରତ ଏବଂ