ଲକ୍ଷ୍ୟ ୪୨୦, ଭାରତ ୩୯/୧
ଚେନ୍ନାଇ: ଚେନ୍ନାଇରେ ଟେଷ୍ଟରେ ଭାରତକୁ ମିଳିଲା ୪୨୦ ରନର ବିଜୟ ଲକ୍ଷ୍ୟ। ଇଂଲଣ୍ଡ ଦ୍ଵିତୀୟ ଇନିଂସରେ ୧୭୮ ରନରେ ଅଲଆଉଟ୍ ହୋଇଛି । ପ୍ରଥମ ଇନିଂସରେ ୨୪୧ ରନରେ ପଛୁଆ ରହି ଫଲୋଅନ ଏଡାଇ ପାରିନଥିବା ଭାରତ ସମ୍ମୁଖରେ ରହିଛି ବିଶାଳ ୪୨୦ ରନର ବିଜୟ ଲକ୍ଷ୍ୟ ।
ଚତୁର୍ଥ ଦିନରେ ଭାରତ!-->!-->!-->!-->!-->!-->!-->…
