Odia News Portal
Browsing Tag

latest odia news

ପୁଣି ବିଗିଡିଲା ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟବସ୍ଥା

କୋଲକାତା: ପୁଣି ବିଗିଡିଲା ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟବସ୍ଥା । ବିସିସିଆଇର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟବସ୍ଥା ପୁଣି ଥରେ ଖରାପ ହୋଇଛି । ଦେହ ଖରାପ ହେବା ପରେ ସୌରଭ ଗାଙ୍ଗୁଲିଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି । ଆଜି ଅଚନାକ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ

ଗାଈ ଜନ୍ମ ଦେଲା ଅଦ୍ଭୁତ ବାଛୁରୀ ଛୁଆ

ଭଦ୍ରକ: ମାଆର ମମତା ଅତୁଳନୀୟ । ମାଆର ଆଖି ଦେଖେନା କିଏ ଭଲ ଆଉ କିଏ ଖରାପ । ମଣିଷ ହେଉ ଅବା ପଶୁ ସମସ୍ତେ ନିଜ ନିଜ ପିଲାମାନଙ୍କ ପାଇଁ ଉଜାଡିଦିଅନ୍ତି ମମତା । ଏଭଳି ଏକ ହୃଦୟସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ସୁନ୍ଦରପୁରରେ । ଭଦ୍ରକ ଜିଲ୍ଲା ଚାନ୍ଦବାଲି

ଦିଲ୍ଲୀ ହିଂସା: ୩୦୦ରୁ ଅଧିକ ପୋଲିସ କର୍ମୀ ଆହତ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାରେ ୩୦୦ରୁ ଅଧିକ ପୋଲିସ କର୍ମୀ ଆହତ । ଏନେଇ ଆଜି ଦିଲ୍ଲୀ ପୁଲିସର ଜଣେ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି । ଏଥିସହ ଏହି ହିଂସାକାଣ୍ଡ ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୨ଟି ମାମଲା ରୁଜୁ କରିଛି ଦିଲ୍ଲୀ ପୋଲିସ । ଦିଲ୍ଲୀ ନିକଟରେ ଥିବା ପଞ୍ଜାବ ଓ ହରିୟାଣା

ଦିଲ୍ଲୀରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା। ଗତକାଲି ଟ୍ରାକ୍ଟର ରାଲିରେ ଲାଲକିଲ୍ଲାରେ ଚାଷୀଙ୍କ ବ୍ୟାପକ ହିଂସାକାଣ୍ଡ ପରେ ଦିଲ୍ଲୀ ମହାନଗର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଲାଲକିଲ୍ଲା ଓ ଜମା ମସଜିଦ ସମେତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବ୍ୟାପକ

ଆଉ ୧୩୮ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୩୮ କରୋନା ପଜିଟିଭ୍ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୪୬୬୭ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ

‘ପରୀକ୍ଷା ଦର୍ପଣ’ ପୁସ୍ତିକା ଉନ୍ମୋଚିତ

ଭୁବନେଶ୍ୱର: କମିଲା ମାଟ୍ରିକ ପରୀକ୍ଷାର୍ଥୀଙ୍କ ଚିନ୍ତା | କରୋନା କାଳରେ ବିଦ୍ୟାଳୟ ଯାଇ ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ପରୀକ୍ଷାର୍ଥୀଙ୍କ ପରୀକ୍ଷା ଚାପ କମାଇବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବଡ଼ ପ୍ରୟାସ ।ଆଜି ମାଟ୍ରିକ ପରୀକ୍ଷାର୍ଥୀଙ୍କ ନିମନ୍ତେ ସହାୟକ ପୁସ୍ତିକା

ବାଙ୍କିରେ ବିଦେଶୀ ପକ୍ଷୀ ମଡ଼କ

କଟକ: ବାଙ୍କିରେ ପକ୍ଷୀ ମଡ଼କ । ବିଲରେ ମରି ପଡିଛନ୍ତି ବିଦେଶୀ ପକ୍ଷୀ ରୁଡ଼ି ଶେଲ ଡକ୍ । କିଛି ପକ୍ଷୀ ଜୀବନ ବିକଳରେ ଛଟପଟ ମଧ୍ୟ ହେଉଛନ୍ତି । ବାଙ୍କୀ ଗଡ଼ରେ ଦେଖିବାକୁ ମିଳିଛି ଏପରି ଘଟଣା। ଦେଶରେ ଅନେକ ସ୍ଥାନରେ ବାର୍ଡ ଫ୍ଲୁ ବ୍ୟାପି ଥିବା ସମୟରେ ଓଡିଶାରେ ବର୍ତ୍ତମାନ ବାର୍ଡ ଫ୍ଲୁ