Odia News Portal
Browsing Tag

latest odia news

ଥାନା ସାମ୍ନାରେ ବିଜେପି କର୍ମୀଙ୍କ ହଙ୍ଗାମା

ସମ୍ବଲପୁର: ଚାଷୀ ସମସ୍ୟା ନେଇ ସମ୍ବଲପୁରରେ ବିଜେପି କର୍ମୀ ସମ୍ବଲପୁର ଟାଉନ୍ ଥାନାର ଫାଟକ ଭାଙ୍ଗି ଧସେଇ ପଶିବାରୁ ଘଟଣାସ୍ଥଳରେ ଉତ୍ତେଜନା । ତେବେ ବିଜେପି ମହିଳା କର୍ମୀ ଘଟଣାସ୍ଥଳରେ ଢେଲା ପଥର ମାଡ଼ କରିଛନ୍ତି ।ଏନେଇ ଘଟଣା ସ୍ଥଳରେ ତୀବ୍ର ଉତ୍ତେଜନା ଦେଖାଦେଇଛି |ଏହି ଘଟଣାରେ ପୋଲିସ ଓ

ଅଭିଯୁକ୍ତ ଭାଇଙ୍କୁ ଧରାଇଲା ଭଉଣୀର ଓଢ଼ଣୀ

କରଞ୍ଜିଆ: ପରିତ୍ୟକ୍ତ କୂଅରୁ ଗଳିତ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ | ଘଟଣାର ପର୍ଦ୍ଦାଫାଶ କରିଛି ଯଶୀପୁର ଥାନା ପୋଲିସ । ଗତ ୧୫ ତାରିଖ ଦିନ ଯଶୀପୁର ରରୁଆଁ ରୋଡ଼ ଚୁଟିଆ ପୋଲ ନିକଟରେ ଥିବା ଏକ ପରିତ୍ୟକ୍ତ କୂଅରୁ ମୃତଦେହ ଉଦ୍ଧାର ହୋଇଥିଲା ।ତେବେ ଝାଡ଼ଖଣ୍ଡରେ ହତ୍ୟା କରିବା ପରେ

ରେଭେନ୍ସାରେ ନୂତନ କୁଳପତି ନିଯୁକ୍ତ

ଭୁବନେଶ୍ୱର: ରେଭେନ୍ସା ବିଶ୍ୱ ବିଦ୍ୟାଳୟର ନୂତନ କୁଳପତି ନିଯୁକ୍ତ । ପ୍ରଫେସର ସଞ୍ଜୟ ନାୟକଙ୍କୁ ରେଭେନ୍ସା ବିଶ୍ୱ ବିଦ୍ୟାଳୟର ନୂତନ କୁଳପତି ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ତାଙ୍କୁ ନିଯୁକ୍ତି ଦେଇଛନ୍ତି । ପ୍ରଫେସର ସଞ୍ଜୟ ନାୟକଙ୍କୁ ୪

ସପ୍ତାହକୁ ୩ ଦିନ ହେବ ଟିକାକରଣ

ଭୁବନେଶ୍ୱର: ଏଣିକି ସପ୍ତାହକୁ କେବଳ ୩ ଦିନ ଟିକାଦାନ । ସୋମ, ଗୁରୁ ଏବଂ ଶନିବାର ହେବ ରାଜ୍ୟରେ ଟିକାଦାନ । ଦୈନିକ ଟିକାକରଣରେ ବିଭିନ୍ନ କେନ୍ଦ୍ରରେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ନିୟୋଜିତ ହେବା ସହ ଟିକା ନେଉଥିବାରୁ ସ୍ୱାସ୍ଥ୍ୟସେବା ପ୍ରଭାବତି ହେଉଛି । ସେଥିପାଇଁ ସପ୍ତାହକୁ ୩ ଦିନ

ରାତି ସାରା ଥାନାରେ ରହିଲେ ବିଜେପି ନେତା

ସମ୍ବଲପୁର: ଥାନାରେ କଟିଲା ରାତି । ରାତି ସାରା ଥାନାରେ ରହିଲେ ଏକାଧିକ ବିଜେପି ନେତା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁରରେ । ଆରଡିସିଙ୍କୁ ଭେଟିବା ଦାବିରେ ଗୁରୁବାର ଦିନ ୩ଟାରୁ ସମ୍ବଲପୁର ଟାଉନ ଥାନାରେ ଏପର୍ଯ୍ୟନ୍ତ ବସି ରହିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର

ସ୍କଚ୍‌ ଆଓ୍ୱାର୍ଡର ସେମିଫାଇନାଲରେ ସୁନ୍ଦରଗଡ଼

ଭୁବନେଶ୍ୱର: ସ୍କଚ୍‌ ଆଓ୍ୱାର୍ଡ ୨୦୨୦ରେ ସୁନ୍ଦରଗଡ଼ | ସ୍କଚ୍‌ ଆଓ୍ୱାର୍ଡ ୨୦୨୦ରେ ରାଜ୍ୟର ଏକମାତ୍ର ଜିଲ୍ଲା ଭାବେ ସୁନ୍ଦରଗଡ଼ ସ୍ଥାନ ପାଇଛି । ଜିଲ୍ଲାର ବିକାଶ କ୍ଷେତ୍ରରେ ବିଭିନ୍ନ ଅଭିନବ କାର୍ଯ୍ୟକ୍ରମ ଲାଗୁ କରି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଖଣିଜ ପ୍ରତିଷ୍ଠାନ

ନିଜ ସ୍କୁଲରେ ମାଟ୍ରିକ ପରୀକ୍ଷା ଦେବେ ପରୀକ୍ଷାର୍ଥୀ

ଭୁବନେଶ୍ବର: ନିଜ ସ୍କୁଲରେ ମାଟ୍ରିକ ପରୀକ୍ଷା ଦେବେ ପରୀକ୍ଷାର୍ଥୀ । ଅଢେଇ ଘଣ୍ଟା ବଦଳରେ ୨ ଘଣ୍ଟା ଅବଧିର ପରୀକ୍ଷା ।କରୋନା ପ୍ରକୋପ ମଧ୍ୟରେ ରାଜ୍ୟରେ ଅନୁଷ୍ଠିତ ହେବ ମାଟ୍ରିକ ପରୀକ୍ଷା । ତେବେ ଛାତ୍ରଛାତ୍ରୀମାନେ ଏଣିକି ନିଜ ସ୍କୁଲରେ ହିଁ ମାଟ୍ରିକ ପରୀକ୍ଷା ଦେବେ । ଏନେଇ ସ୍କୁଲ ଓ

କାହିଁକି ହୁଏ ଅଶ୍ୱତ୍‌ଥ ବୃକ୍ଷର ପୂଜା?ଜାଣନ୍ତୁ ରହସ୍ୟ…..

ଭୁବନେଶ୍ୱର: ହିନ୍ଦୁଧର୍ମ ଅନୁଯାୟୀ ଅଶ୍ୱତଥ ବୃକ୍ଷକୁ ଅତ୍ୟନ୍ତ ପବିତ୍ର ବୃକ୍ଷ କୁହାଯାଏ। ଏହି ବୃକ୍ଷର ପୂଜାର୍ଚ୍ଚନା ନିମନ୍ତେ ମଧ୍ୟ ପରାମର୍ଶ ଦିଆଯାଇଛି। ଭାରତୀୟ ଧର୍ମ ଶାସ୍ତ୍ରରେ ଏହି ବୃକ୍ଷରେ ସବୁ ଦେବାଦେବୀଙ୍କ ନିବାସ ବୋଲି ବର୍ଣ୍ଣନା ରହିଛି। ଏଣୁ ଅଶ୍ୱତଥ ଗଛ ପାଖ ଆଖରେ ଘର କରି

ଆନ୍ତର୍ଜାତୀୟ ମାନର ହେବ କୋଣାର୍କ ଅଞ୍ଚଳ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୁରୀକୁ ବିଶ୍ୱ ଐତିହ୍ୟ ନଗରୀ ଭାବରେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ପରେ ଏ ଦିଗରେ କାମ ଚାଲିଛି। ଏହି କାର୍ଯ୍ୟକ୍ରମର ଅଂଶ ଭାବରେ କୋଣାର୍କ ଐତିହ୍ୟ ଅଞ୍ଚଳ ବିକାଶର ଚିଠା ଯୋଜନା ପ୍ରସ୍ତୁତ ହୋଇଛି। କୋଣାର୍କକୁ ପ୍ରତିଦିନ ବିଶ୍ୱର ବିଭିନ୍ନ

ପୂର୍ବତଟ ରେଳପଥକୁ ମନ୍ତ୍ରୀ ଅରୁଣ ସାହୁଙ୍କ ଚିଠି

ନୟାଗଡ଼: ନୟାଗଡ଼କୁ ରେଳ ଚଳାଚଳ କରିବା ପାଇଁ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଡ଼ଃ ଅରୁଣ କୁମାର ସାହୁ ପୂର୍ବତଟ ରେଳପଥକୁ ଚିଠି ଲେଖିଛନ୍ତି । କରୋନା ମହାମାରୀ କାରଣରୁ ଗତ ମାର୍ଚ୍ଚ ମାସ ଠାରୁ ନୟାଗଡ଼କୁ ରେଳ ଚଳାଚଳ ବନ୍ଦ ରହିଥିଲା। ବର୍ତ୍ତମାନ ପରିସ୍ଥିତି ସ୍ୱାଭାବିକ ହେବା ସହିତ