Odia News Portal
Browsing Tag

latest odia news

ମାହାଙ୍ଗା ହତ୍ୟାକାଣ୍ଡର ଡିଆଇଜି ସ୍ତରୀୟ ତଦନ୍ତ !

କଟକ: ମାହାଙ୍ଗା ବିଜେପି ନେତା ହତ୍ୟା ମାମଲାର ଡିଆଇଜି ସ୍ତରୀୟ ତଦନ୍ତ ହେବ । ଏନେଇ ଡିଜିପି ପ୍ରତିଶ୍ରୁତି ଦେଇଥିବା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଢ଼ଙ୍ଗୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଆଜି ବିଜେପିର ଏକ ପ୍ରତିନିଧିମଣ୍ଡଳୀ ପୁଲିସ ଡିଜିଙ୍କ ସହ ଆଲୋଚନା କରିଥିଲେ । ତିନି

ଲାଞ୍ଚ ମାଗି ଫସିଲେ ଜିଲ୍ଳା ଶ୍ରମ ଅଧିକାରୀ

ନୂଆପଡ଼ା: ଲାଞ୍ଚ ନେଲା ବେଳେ ଧରା ପଡିଲେ ଜିଲ୍ଳା ଶ୍ରମ ଅଧିକାରୀ। ଲେବର କାର୍ଡ କରାଇ ଦେବା ନେଇ ନିଜ ଖରିଆରରୋଡ ସ୍ଥିତ ଅଫିସରେ ୪୦ ହଜାର ଟଙ୍କା ଲାଞ୍ଚ ନେଉ ଥିବା ବେଳେ ଜିଲ୍ଲା ଶ୍ରମ ଅଧିକାରୀ ଶରତ କୁମାର ପାଣିଗ୍ରାହୀଙ୍କୁ ନୂଆପଡା ଭିଜିଲାନ୍ସ ବିଭାଗ ଧରିଛି । ନୂଆପଡା ଜିଲ୍ଲା ବୋଡେନ

ମାଓବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ

କନ୍ଧମାଳ: ଚକାପାଦ ବ୍ଲକ ଲେଙ୍ଗେରି ମୁଣ୍ଡା ଗାଁ ନିକଟ ଜଙ୍ଗଲରେ କମ୍ବିଂ ଅପରେସନ ବେଳେ ଗୁରୁବାର ମାଓବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟଧରି ଗୁଳି ବିନିମୟ ହୋଇଥିଲା । ତେବେ ଗୁଳିବିନିମୟରେ କେହି ମୃତାହତ ହୋଇ ନଥିଲେ । ସୂଚନାନୁଯାୟୀ , ଚକାପାଦ

ରାଜନୈତିକ ହିଂସାକାଣ୍ଡ ତାଲିକା ଦେଲେ ସାଂସଦ

ଭୁବନେଶ୍ୱର: ରାଜ୍ୟ ପୁଲିସ ମୁଖିଆଙ୍କୁ ଚିଠି ଲେଖିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ଗତ କିଛି ବର୍ଷ ଭିତରେ ୧୫ ଜଣ ବିଜେପି ନେତା ଓ କର୍ମୀଙ୍କୁ ହତ୍ୟା କରାଯାଇଥିବା ନେଇ ଚିଠିରେ ଅପରାଜିତା ଉଲ୍ଲେଖ କରିଛନ୍ତି। ସାଂସଦ ଚିଠିଲେ ଲେଖିଛନ୍ତି, “ଗତ ପଞ୍ଚାୟତ ନିର୍ବାଚନରେ

ସ୍ଥିତି ପରଖିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ସ୍କୁଲ ଖୋଲିବା ପରେ ସ୍ଥିତି ପରଖିଲେ ଗଣଶିକ୍ଷା ମନ୍ତ୍ରୀ । ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜ୍ୟ ସରକାର ଦଶମ ଓ ଯୁକ୍ତ ଦୁଇ ଶେଷ ବର୍ଷ ଛାତ୍ରଛାତ୍ରୀ କେବଳ ସ୍କୁଲକୁ ଯିବାକୁ ଅନୁମତି ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ରାଜଧାନୀରେ ଥିବା

ଯୁବ ଇଞ୍ଜିନିୟର ସାଇବର ଠକେଇର ଶିକାର

ଭୁବନେଶ୍ୱର: ସିଲିଗୁଡିରୁ କଲଗାର୍ଲ ଯୋଗାଇଦେବାକୁ କହି ଚୂନ ଲଗାଇଲା ସାଇବର ଠକ । ଲୋଭରେ ପଡି ୯୪ ହଜାର ଟଙ୍କା ହରାଇଲେ ଭୁବନେଶ୍ୱରର ଯୁବକ । ଏସକର୍ଟ ସର୍ଭିସ ନାଁରେ ଗୁଗୁଲ ପେ ମାଧ୍ୟମରେ ହୋଇଥିବା ଏହି ବଡଧରଣର ଠକେଇ ନେଇ ସାଇବର ହେଲ୍ପ ଡେକ୍ସରେ ଅଭିଯୋଗ ହୋଇଛି । ସାଇବର ଠକେଇ ରୋକିବାକୁ

ଡିଜିପି ଅଫିସ ଘେରିଲା ବିଜେପି

କଟକ: ମାହାଙ୍ଗାର ଡବଲ ମର୍ଡର ମାମଲାକୁ ନେଇ ତେଜୁଛି ରାଜନୀତି । ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିକୁ ଜୋରଦାର କରିଛି ବିଜେପି ଦଳ। ରାଜ୍ୟର ବିଭିନ୍ନ ଥାନା ଓ ଏସପି ଅଫିସ୍ ଆଗରେ ବିକ୍ଷୋଭ କରିବା ପରେ ଆଜି ଡିଜିପି ଅଫିସ୍ ଘେରାଉ କରିଛି ଦଳ। ସୂଚନା ଅନୁସାରେ,