Sign in
Sign in
Recover your password.
A password will be e-mailed to you.
Browsing Tag
latest odia news
ଟିକାକରଣ ପାଇଁ ଗାଇଡଲାଇନ ଜାରି
ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟରେ ଆରମ୍ଭ ହେବ ଟିକାକରଣ। ତେବେ ଏନେଇ ସ୍ୱାସ୍ଥ୍ୟ ବିଭାଗର ଗାଇଡଲାଇନ ଜାରି ହୋଇଛି। ଗର୍ଭବତୀ ମହିଳା, ଗୁରୁତର ଅସୁସ୍ଥ, ହସ୍ପିଟାଲରେ ଆଡମିଟ୍ ଥିବା ବ୍ୟକ୍ତିଙ୍କୁ କୋଭିଡ ଟିକା ଦିଆଯିବ ନାହିଁ। ଏହାସହ ୧୪ ଦିନ ଭିତରେ ଟିକା ନେଇଥିବା ବ୍ୟକ୍ତିଙ୍କୁ କୋଭିଡ!-->…
ରାଜ୍ୟରେ ଆଉ ୧୮୬ ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮୬ କରୋନା ପଜିଟିଭ୍ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୨୯୪୯ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ!-->…
ସ୍ଥଳସେନାର ୭୩ ତମ ପ୍ରତିଷ୍ଠା ଦିବସ
ନୂଆଦିଲ୍ଲୀ: ଆଜି ସ୍ଥଳସେନାର ୭୩ ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ଦିଲ୍ଲୀର କରିଅପ୍ପା ଗ୍ରାଉଣ୍ଡରେ ଭବ୍ୟ ପରେଡର ଆୟୋଜନ କରାଯାଇଥିଲା । ଏଥିରେ ସ୍ଥଳସେନା ପ୍ରମୁଖ ଏମ୍. ଏମ୍. ନରଓ୍ଵଣେ ପରଡେର ସଲାମି ନେବା ସହ ସୈନ୍ୟଙ୍କୁ!-->…
କଟା ହାତ,ଗଣ୍ଡି ପରେ ମିଳିଲା କଟାମୁଣ୍ଡ
ସୁନ୍ଦରଗଡ: ପ୍ରଥମେ କଟା ହାତ, ଗଣ୍ଡି ପରେ ମିଳିଲା କଟା ମୁଣ୍ଡ ଓ କଟା ଗୋଡ । ସୁନ୍ଦରଗଡ ଟାଉନ ଥାନା କିରେଇ ପଞ୍ଚାୟତର ନିଖୋଜ ଗାଁ ସାଥି ରମେଶ ସିଂଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର । ବୁଧବାର ଠାରୁ ସେ ନିଖୋଜ ଥିଲେ । ତେବେ ପ୍ରଥମେ କଟାହାତ ଗତକାଲି ସନ୍ଧ୍ୟାରେ ଏକ ବିଲରୁ ମିଳିଥିଲା ।!-->…
ଇଣ୍ଡୋନେସିଆରେ ଭୟଙ୍କର ଭୂମିକମ୍ପ, ୩ ମୃତ
ଇଣ୍ଡୋନେସିଆ: ଇଣ୍ଡୋନେସିଆରେ ବଡଧରଣର ଭୂମିକମ୍ପ ଅନୁଭୂତ । ତେବେ ଭୂମିକମ୍ପରେ ବର୍ତ୍ତମାନ୍ ସୁଦ୍ଧା ୩ ଜଣ ପ୍ରାଣ ହରାଇଥିବାବେଳେ ଅନେକ ଆହତ ହୋଇଛନ୍ତି । ଶତାଧିକ ଘର ମଧ୍ୟ ଭାଙ୍ଗି ପଡ଼ିଛି ।
ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୨ ଥିଲା । ସୁଲୱାସି ଦ୍ୱୀପରେ ଏହି ଭୂମିକମ୍ପ!-->!-->!-->!-->!-->…
ରାଜ୍ୟରେ ଘନ କୁହୁଡି ସମ୍ଭାବନା
ଭୁବନେଶ୍ବର: ଶୁକ୍ରବାର କନ୍ଧମାଳ, ଅନୁଗୁଳ, ବୌଦ୍ଧ, ନୟାଗଡ଼, କଟକ, ଖୋର୍ଦ୍ଧା, ପୁରୀ ଆଦି ଜିଲ୍ଲାରେ ଘନ କୁହୁଡିର ଆସ୍ତରଣ ଦେଖାଦେଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ପୂର୍ବ ସୂଚନା ପ୍ରଦାନ କରା ଯାଇଥିଲା। ତେବେ ଏହି ଜିଲ୍ଲାଗୁଡ଼ିକୁ ସତର୍କ ସୂଚନା ଜାରି!-->…
ପୂଜାରେ କାହିଁକି ବ୍ୟବହୃତ ହୁଏ ଆମ୍ବଡ଼ାଳ?ଜାଣନ୍ତୁ କାରଣ…….
ଭୁବନେଶ୍ବର: ଆମ ହିନ୍ଦୁ ଧର୍ମ ଅନେକ ରୀତିନୀତି,ସଂସ୍କୃତି,ପରମ୍ପରା ଆଦିରେ ଭରପୂର ।ନାନା ରୀତିନୀତି,ପରମ୍ପରା ମଧ୍ୟରେ ଆମେ ଆଜି ଆପଣକୁ ଜଣାଇବୁ ଏହିଭଳି ଏକ ରୋଚକ କଥା ଯାହା ଆମ ମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଜାଣି ନଥିବେ। ହିନ୍ଦୁ ପରିବାରରେ ଯେକୌଣସି ଶୁଭ କାର୍ଯ୍ୟ ପୂର୍ବରୁ ଘରର ପ୍ରବେଶ!-->…
ମା’ ଧାମରାଇଙ୍କ ପୀଠରେ ମକର ପର୍ବ
ଧାମରା: ଭଦ୍ରକ ଜିଲ୍ଲାର ବେଶ ଜଣାଶୁଣା ମାଆ ଧାମରାଇଙ୍କ ମନ୍ଦିର | ପାଖାପାଖି ୩୦୦ ବର୍ଷର ଏହି ପୁରାତନ ମନ୍ଦିରର କାରୁକାର୍ଯ୍ୟ ବେଶ ମନମୁଗ୍ଧକର । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପ୍ରଥମେ ମାଙ୍କୁ ଛଣ ଛପର ଘରେ ପୂଜା କରା ଯାଉଥିଲା,ପରେ ମାଙ୍କ ପାଇଁ ମନ୍ଦିର ନିର୍ମାଣ କରାଗଲା,ମାଙ୍କ!-->…
