Odia News Portal
Browsing Tag

latest odia news

ରାହୁଲ୍‌ଙ୍କ ତୀବ୍ର ସମାଲୋଚନା; ଭାରତୀୟ ଗଣତନ୍ତ୍ରର ମୌଳିକ ଢାଞ୍ଚା ଉପରେ ଆକ୍ରମଣ ଚାଲିଛି

ଆଜି ଇଂଲଣ୍ଡ୍‌ର କେମ୍ବ୍ରିଜ୍‌ ବିଶ୍ବବିଦ୍ୟାଳୟରେ ବକ୍ତୃତା ଦେବା ବ‌େଳେ କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରି କହିଛନ୍ତି ଯେ, ଭାରତୀୟ ଗଣତନ୍ତ୍ରର ମୌଳିକ ଢାଞ୍ଚା ଉପରେ ଆକ୍ରମଣ ଚାଲିଛି ଏବଂ ତାଙ୍କ କଥାବାର୍ତ୍ତାକୁ ରେକର୍ଡିଙ୍ଗ୍‌ କରିବା ଲାଗି

ଗିରଫ ହେଲେ କର୍ଣ୍ଣାଟକ ‘ବିଜେପି ବିଧାୟକ’ଙ୍କ ପୁଅ, ନଗଦ ୬ କୋଟି ଟଙ୍କା ଜବତ

ଘରୁ ନଗଦ ୬ କୋଟି ଟଙ୍କା ଜବତ କରିବା ପରେ ଆଜି ସକାଳେ କର୍ଣ୍ଣାଟକ ସରକାରଙ୍କ ଦୁର୍ନୀତି ନିରୋଧୀ ପ୍ରତିଷ୍ଠାନ ‘ଲୋକାୟୁକ୍ତ’ ‘ବିଜେପି’ ବିଧାୟକ ମଣ୍ଡଳ ବିରୁପାକ୍ଷପ୍ପାଙ୍କ ପୁଅଙ୍କୁ ଗିରଫ କରିଛନ୍ତି। ଗୁରୁବାର ଦିନ ଅଫିସ୍‌ରେ ୪୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ‘ବିଜେପି’ ବିଧାୟକଙ୍କ

ପକ୍ଷୀ ସହିତ ଧକ୍କା ଖାଇବା ପରେ ଭୁବନେଶ୍ୱରରେ ଅବତରଣ କଲା ପୁଣେ ଯାଉଥିବା ‘ଏୟାର ଏସିଆ’

ଗୁରୁବାର ଦିନ ପକ୍ଷୀ ସହିତ ଧକ୍କା ଖାଇବା ପରେ ପୁଣେ ଅଭିମୁଖେ ଯାଉଥିବା ‘ଏୟାର୍‌ ଏସିଆ’ର ଗୋଟାଏ ବିମାନ ଭୁବନେଶ୍ବରସ୍ଥିତ ‘ବିଜୁ ପଟ୍ଟନାୟକ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଏୟାର୍‌ ପୋର୍ଟ’ରେ ଜରୁରୀ ଅବତରଣ କରିଥିବା କଥା ‘ଏୟାର୍‌ପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ’ ସୂଚନା ଦେଇଛି। ଘଟଣା

ପାଚେରି ଚଢି ଶାହାରୁଖଙ୍କ ‘ମନ୍ନତ’ ପରିସରକୁ ପ୍ରବେଶ କଲେ ୨ ଯୁବକ

ଗୁରୁବାର ଦିନ ଚଳଚ୍ଚିତ୍ର ଅଭିନେତା ଶାହାରୁଖ୍‌ ଖାନ୍‌ ମୁମ୍ବାଇସ୍ଥିତ ବଙ୍ଗଳା ‘ମନ୍ନତ୍’ରେ ୨ଜଣ ଯୁବକ ପ୍ରବେଶ କରିଥିବା ପୁଲିସ କହିଛି। ବାନ୍ଦ୍ରା ପୁଲିସର ଜଣେ ଅଧିକାରୀଙ୍କ କହିବା ଅନୁସାରେ, ବାହାର ପାଚେରି ଚଢ଼ି ‘ମନ୍ନତ’ ପରିସରକୁ ପ୍ରବେଶ କରିଥିବା ୨ଜଣ ଯୁବକଙ୍କୁ ‘ସିକ୍ୟୁରିଟି

+୨ ଛାତ୍ରୀଙ୍କ ଗଳା କାଟିଲା ଯୁବକ

ଗୁଣପୁର +୨ ଛାତ୍ରୀଙ୍କ ଗଳା କାଟିଲା ଯୁବକ । ପରୀକ୍ଷା ଦେଇ ବାହାରିଲାବେଳେ ଗଳା କାଟିଦେଲା ଯୁବକ । ଦୌପଦୀ କଲେଜ ନିକଟରେ ଛାତ୍ରୀଙ୍କ ଗଳା କାଟିଲା ଯୁବକ । ଗୁରୁତର ଛାତ୍ରୀ ବ୍ରହ୍ମପୁର ସ୍ଥାନାନ୍ତର । ଯୁବକ ପୋଲିସ ଦ୍ୱାରା ଅଟକ ।

କିଙ୍ଗ ଖାନଙ୍କ ପତ୍ନୀ ଗୌରୀଙ୍କ ବିରୋଧରେ ଅଭିଯୋଗ

ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପତ୍ନୀ ଗୌରୀ ଖାନଙ୍କ ଅସୁବିଧା ବଢ଼ିବାକୁ ଲାଗିଛି। ଉତ୍ତରପ୍ରଦେଶର ଲକ୍ଷ୍ମୌରେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଭାରତୀୟ ଦଣ୍ଡ ବିଧାନ ଆଇନ (ଆଇପିସି)ର ଧାରା ୪୦୯ଅନୁଯାୟୀ ଗୌରୀଙ୍କ ନାମରେ ମାମଲା ରୁଜୁ ହୋଇଛି। ମୁମ୍ବାଇର ବାସିନ୍ଦା ଜସୱନ୍ତ

ଫେରିଵେ ବିଗ୍ ବି

ସାତ ବର୍ଷ ପରେ ଅମିତାଭ ପୁଣିଥରେ ବଡ ପରଦାକୁ ଫେରୁଛନ୍ତି। ନିର୍ଦ୍ଦେଶକ ରିଭୂ ଦାସଗୁପ୍ତଙ୍କ ନୂଆ ଫିଲ୍ମ ‘ସେକ୍ସନ ୮୪’ରେ ବିଗ୍‌୍‌ ବି’ ମୁଖ୍ୟ ଭୂମିକାରେ ନଜର ଆସିବେ। ଫିଲ୍ମଟି ଏକ ଥ୍ରୀଲର ଅଟେ। ଯଦିଓ ନିର୍ମାତାମାନେ ଫିଲ୍ମର ବିଷୟବସ୍ତୁ ପ୍ରକାଶ କରିନାହାନ୍ତି, ହେଲେ ଫିଲ୍ମର ଟାଇଟଲକୁ

ବିଜୁ ପଟ୍ଟନାୟକ ପ୍ରିୟ ବିମାନ ଡାକୋଟା ‌‌ନିର୍ମାଣ କଲେ ଛତ୍ରପୁର ଆଇଟିଆଇର ଛାତ୍ରୀଛାତ୍ର

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ତାଙ୍କ ପ୍ରିୟ ବିମାନ ଡାକୋଟାକୁ ବିଭିନ୍ନ ଅଦରକାରୀ ଲୁହା ସାମଗ୍ରୀରେ ନିର୍ମାଣ କରିଛନ୍ତିଗଞ୍ଜାମ ଜିଲା ଛତ୍ରପୁର ଆଇଟିଆଇର ଛାତ୍ରୀଛାତ୍ର। ଦୀର୍ଘ କିଛି ଦିନ ହେଲା ଏହି ଦୁଇଟି କଳାକୃତିରେ ଲାଗି ପଡ଼ିଛନ୍ତି ଛାତ୍ରୀଛାତ୍ର। ବିଜୁ ପଟ୍ଟନାୟକଙ୍କ କଳାକୃତିଟି

ସୁସ୍ମିତାଙ୍କୁ ହାର୍ଟ ଆଟାକ୍

ବଲିଉଡ୍‌ର ପ୍ରସିଦ୍ଧ ଅଭିନେତ୍ରୀ ସୁସ୍ମିତା ସେନ୍‌ଙ୍କୁ ପ୍ରଥମ ହାର୍ଟଆଟାକ୍‌ ଆସିଥିବା ଜଣାପଡ଼ିଛି। ଦୁଇଦିନ ପୂର୍ବରୁ ତାଙ୍କୁ ହାର୍ଟ ଆଟାକ୍‌ ହୋଇଥିଲା। ଏନେଇ ଅଭିନେତ୍ରୀ ନିଜେ ସୋସିଆଲ ମିଡିଆରେ କହିଛନ୍ତି। ସେ କହିଛନ୍ତି, ତାଙ୍କ ସ୍ବାସ୍ଥ୍ୟ ବହୁତ ବିଗିଡ଼ି ଯାଇଥିଲା। ତାଙ୍କର

ରାଜ୍ୟରେ ସ୍ବୟଂଚାଳିତ ହେବ ଡ୍ରାଇଭିଂ ଟେଷ୍ଟ୍‌

ରାଜ୍ୟରେ ସ୍ବୟଂଚାଳିତ ହେବ ଡ୍ରାଇଭିଂ ଟେଷ୍ଟ୍‌। ଯାନଚାଳନା ବା ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କ୍ଷେତ୍ରରେ ସ୍ବଚ୍ଛତା ଏବଂ ଦକ୍ଷତାକୁ ଦୃଷ୍ଟିରେ ରଖି ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏହି ପରୀକ୍ଷା ପଦ୍ଧତି ଲାଗୁ କରାଯିବ। ଏଥିପାଇଁ ବୁଧବାର ଖାରବେଳ ଭବନଠାରେ ଓଡ଼ିଶା ରାଜ୍ୟ ପରିବହନ