ଧର୍ମଗଡ଼ ଆମପାଣି ବିଜୁ ଏକ୍ସପ୍ରେସ ୱେକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ
ସଡ଼କ ଯୋଗାଯୋଗ କ୍ଷେତ୍ରରେ ଓଡ଼ିଶା ଦେଶରେ ସବୁଠୁ ଆଗୁଆ । ଆଉ କୌଣସି ଗାଁ ଗଣ୍ଡା ଅପହଞ୍ଚ ହୋଇ ରହିନାହିଁ । କେବଳ ଗ୍ରାମାଞ୍ଚଳ କାହିଁକି, ସଦର ମହକୁମାରେ ବି ଉନ୍ନତ ରାସ୍ତାଘାଟ ରହିଛି । କଳାହାଣ୍ଡି ଜିଲ୍ଲା ଦେଇ ଯାଇଥିବା ବହୁ ପ୍ରତୀକ୍ଷିତ ବିଜୁ ଏକ୍ସପ୍ରେସ୍ ୱେ ସଂପୂର୍ଣ୍ଣ ହେବା ଉପରେ ।!-->…
