ଉହାନ କରୋନାର ଉତ୍ପତ୍ତିସ୍ଥଳ; ଏଫବିଆଇ
ଚୀନର ଉହାନ ସହରରୁ ହିଁ କରୋନାର ଉତ୍ପତ୍ତି ହୋଇଛି । ଉହାନସ୍ଥିତ ଲ୍ୟାବରୁ ହିଁ କରୋନା ଭାଇରସ ବାହାରିଛି । ଏନେଇ ସତ୍ୟତା ସ୍ପଷ୍ଟ କରିଛି ଆମେରିକା ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ଏଫବିଆଇ । ଏଫବିଆଇ ପକ୍ଷରୁ ଟ୍ୱିଟ କରି ଏହି ସୂଚନା ଦିଆଯାଇଛି । ପୂର୍ବରୁ ଆର୍ନ୍ତଜାତିକ ସ୍ତରରେ ଚୀନକୁ!-->…
